ଜାରି ହେଲା ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି...

Oct 13, 2025 - 12:43
 7
ଜାରି ହେଲା ନୂଆପଡ଼ା ଉପନିର୍ବାଚନ ବିଜ୍ଞପ୍ତି...

ନୂଆପଡ଼ା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଆଜିଠାରୁ ନାମାଙ୍କନ ପତ୍ର

ନାମାଙ୍କନ ପତ୍ର ଦାଖଲ ଶେଷ ତାରିଖ ୨୦ 

ନାମାଙ୍କନ ପତ୍ର ଯାଞ୍ଚ ୨୨ ତାରିଖ 

୨୪ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ

ନଭେମ୍ବର ୧୧ରେ ଭୋଟ୍, 

୧୪ରେ ଭୋଟ ଫଳାଫଳ