ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଦେଶ ପାଳିବ ରାଷ୍ଟ୍ରୀୟ ଏକତା ଦିବସ

Oct 27, 2025 - 09:38
 14
ସର୍ଦ୍ଦାର ପଟେଲଙ୍କ ଜନ୍ମ ଜୟନ୍ତୀରେ ଦେଶ ପାଳିବ ରାଷ୍ଟ୍ରୀୟ ଏକତା ଦିବସ

ଭାରତର ଲୌହ ପୁରୁଷଙ୍କ ୧୫୦ତମ ଜନ୍ମବାର୍ଷିକୀ ପାଳନକୁ ନେଇ ସମଗ୍ର ଦେଶରେ ବିଶେଷ କାର୍ଯ୍ୟକ୍ରମ

ଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସର ଅନନ୍ୟ ଉତ୍ସବରେ ଗୁଜରାଟର ନର୍ମଦା ଜିଲ୍ଲାର ଏକତା ନଗରରେ ଏକ ଭବ୍ୟ ପରେଡ ଏବଂ ସାଂସ୍କୃତିକ ଉତ୍ସବ ଅନୁର୍ଭୁକ୍ତ ହେବ

ପରେଡ ସମୟରେ, ସି. ଏ. ପି. ଏଫ୍. ଏବଂ ରାଜ୍ୟ ପୁଲିସ ବାହିନୀ ସେମାନଙ୍କ ଦକ୍ଷତା, ଶୃଙ୍ଖଳା ଏବଂ ବୀରତ୍ବ ପ୍ରଦର୍ଶନ କରିବେ

ଘରେଡରେ ମହିଳା ପୋଲିସ ଅଧୂକାରୀ ଏବଂ କର୍ମଚାରୀଙ୍କ ଅଂଶଗ୍ରହଣ ଉପରେ ମଧ୍ଯ ଆଲୋକପାତ କରାଯିବ, ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ଗାର୍ଡ ଅଫ୍ ଅନର୍‌ ଜଣେ ମହିଳା ଅଧୂକାରୀଙ୍କ ନେତୃତ୍ୱରେ ହେବ

ଚଳିତ ବର୍ଷ ପରେଡରେ ସି. ଆର୍. ପି. ଏଫ୍. ର ୫ ଜଣ ଶୌର୍ଯ୍ୟ ଚକ୍ର ପୁରସ୍କାର ବିଜେତା ଏବଂ ବି. ଏସ୍. ଏଫ୍. ର ୧୬ ଜଣ ବୀରତ୍ଵ ପଦକ ବିଜେତା ଅଂଶଗ୍ରହଣ କରିବେ

ବିଶେଷ କରି ବି. ଏସ୍. ଏଫ୍. ର ଭାରତୀୟ ପ୍ରଜାତିର କୁକୁର, ଗୁଜରାଟ ପୋଲିସର ଅଶ୍ବାରୋହୀ ବାହିନୀ, ଆସାମ ପୋଲିସର ମୋଟରସାଇକେଲ୍ ଡେୟାରଡେଭିଲ୍ ସୋ ଏବଂ ବି. ଏସ୍. ଏଫ୍. ର ଓଟ ବାହିନୀ ଏବଂ ଓଟ ମାଉଣ୍ଟେଡ୍ ବ୍ୟାଣ୍ଡକୁ ନେଇ ଏକ ପରେଡ ଦଳ ପ୍ରମୁଖ ଆକର୍ଷଣ ପାଲଟିବ

ଏନ. ସି. ସି. କ୍ୟାଡେଟ୍ ଏବଂ ସ୍କୁଲ ବ୍ୟାଣ୍ଡ ସେମାନଙ୍କ ଆକର୍ଷଣୀୟ ପ୍ରଦର୍ଶନ ଦ୍ବାରା ଏହି ସମାରୋହର ଭବ୍ୟତା ବୃଦ୍ଧି କରିବେ

ବିବିଧତା ମଧ୍ୟରେ ଏକତା ବାର୍ଷା ଉପରେ ଗୁରୁତ୍ବ ଦେବା ପାଇଁ, ବିଭିନ୍ନ ରାଜ୍ୟ ପ୍ରଜ୍ଞାପନ ମେଢ଼ ମଧ୍ଯ ପରେଡର ଅଂ ର ଅଂଶ ହେବ କେନ୍ଦ୍ରଶାସିତ ଅଞ୍ଚଳରୁ

ସଂସ୍କୃତି ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ୯୦୦ କଳାକାର ଭାରତୀୟ ଶାସ୍ତ୍ରୀୟ ନୃତ୍ୟ ପ୍ରଦର୍ଶନ କରିବେ, ଯାହା ଆମ ସଂସ୍କୃତି ଏବଂ ଜାତୀୟ ଏକତାର ସମୃଦ୍ଧ ବିବିଧତାକୁ ଆଲୋକିତ କରିବ

ରାଷ୍ଟ୍ରୀୟ ଏକତା ଭାରତର ଲୌହ ପୁରୁଷ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ବାର୍ଷିକୀ ରାଷ୍ଟ୍ରୀୟ ଦିବସ ପ୍ରତିବର୍ଷ ଅକ୍ଟୋବର ୩୧ ରେ ପାଳନ କରାଯ କରାଯାଉଛି । ରାଷ୍ଟ୍ରୀୟ ଏକତା ଦିବସ ଭାରତ ତର ଏକତା, ଅଖଣ୍ଡତା ଏବଂ ଜାତୀୟ ସଂହତିର ପ୍ରତୀକ। ସର୍ଦ୍ଦାର ପଟେଲଙ୍କ ୧୫ ୧୫୦ ତମ ଜୟନ୍ତୀ ପ ପାଳନ ପାଇଁ ଚଳିତ ବର୍ଷର ରାଷ୍ଟ୍ରୀୟ ଏକତା ଦିବସ ପାଳନ ବିଶେଷ ଭାବରେ ସ୍ବତନ୍ତ୍ର । ଚଳିତ ବର୍ଷର ଉତ୍ସବ: । ଅନେକ ଦୃଷ୍ଟିରୁ ଅନନ୍ୟ, ଯାହା ଏହି ଅବସରକୁ ସ୍ମରଣୀୟ କରି ରଖୁବ।

ରାଷ୍ଟ୍ରୀୟ ଏକ ଏକତା ଦିବସର ବାର୍ଷିକ ଉତ୍ସବ ଦେଶବାସୀଙ୍କୁ ଏକ ସ୍ବାଧୀନ ଭାରତ ଗଠନ ଏବଂ ଆର୍ଦ୍ର ପକାଇବା ସହି ସହିତ ୫୬୨ ଟି ଦେଶୀୟ ରା ରାଜ୍ୟକୁ ଏକତ୍ର କରିବାରେ ସର୍ଦ୍ଦାର ପଟେଲଙ୍କ ଗୁରୁତ୍ବପୂର୍ଣ ଆଧୁନିକ ଭାରତର ମୂଳଦୁଆ ତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମନେ