ଟ୍ରାଫିକ ଧରପଗଡ଼ ଆଜିଠାରୁ ଆରମ୍ଭ...
ଭୁବନେଶ୍ବର: ଆଜିଠୁ ଦୁର୍ଘଟଣା କମାଇବା ଲାଗି
ଟ୍ରାଫିକ ଧରପଗଡ଼ ଆରମ୍ଭ। ନଭେମ୍ବର ୧୬ରୁ ୩୦ ଯାଏ ପାଳନ ହେବ ଦୁର୍ଘଟଣା ମୃତ୍ୟୁଶୂନ୍ୟ ପକ୍ଷ। ଉଲଂଘନକାରୀଙ୍କ ବିରୋଧରେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ। କଡ଼ାକଡ଼ି ହେବ ସଡ଼କ ସୁରକ୍ଷା ନିୟମ ଉଲଂଘନର ଯାଞ୍ଚ। ନିୟମ ପ୍ରବର୍ତ୍ତନ ସହ ସଚେତନତା ସୃଷ୍ଟି କରିବେ ଆଞ୍ଚଳିକ ପରିବହନ ଅଧୂକାରୀ।