ଦୁଇ ଦିନିଆ ଜିଲ୍ଲାପାଳ ଓ SP ସମିଳନୀ...

Nov 16, 2025 - 17:27
 18
ଦୁଇ ଦିନିଆ ଜିଲ୍ଲାପାଳ ଓ SP ସମିଳନୀ...

ଆସନ୍ତା ୧୮ ତାରିଖରୁ ଦୁଇ ଦିନିଆ ଜିଲ୍ଲାପାଳ ଓ ନେଇ ମିଳନୀରେ ଏସପି ସମ୍ମିଳନୀ । ଲୋକସେବା ଭବନର କନଭେନସନ ସେଣ୍ଟରରେ ୧୮ ଏବଂ ୧୯ ତାରିଖ ଦୁଇ ଦିନ ହେବ ସମ୍ମିଳନୀ । ଏଥ୍‌ରେ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ସରକାରୀ ଯୋଜନା ସହ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ନେ ବିଶଦ ଆଲୋଚନା ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ମିଳନୀ ଉପସ୍ଥିତ ରହି ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ପିମାନଙ୍କୁ ମାର୍ଗଦର୍ଶନ ନ କରିବେ।

ରାଜ୍ୟ ସରକାର ସମୃଦ୍ଧ ଓଡ଼ିଶା ଗଠନ ଉପରେ ଜୋର ଦେଉଛନ୍ତି । ଦ୍ରୁତ ବିକାଶ ପାଇଁ ତୃଣମୂଳସ୍ତରକୁ ଅଧିକ ଧୂକ ଫୋକସ୍ କରାଯାଉଛି। କେନ୍ଦ୍ର ଓ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ଜନାକୁ ତ୍ବରିତ କାର୍ଯ୍ୟକାରୀ କରିବା ସ ସହ ଯୋଗ୍ୟ ହିତାଧୁକାରୀମାନେ ଯେଭଳି ଯେଭଳି କୌଣସି ସରକାର ନାରୀ ସୁବିଧାରୁ ବଞ୍ଚିତ ନହୁଅନ୍ତି ତାକୁ ସରକ ଘରକାର ଅଗ୍ରାଧୂକାର ଦେଉଛନ୍ତି। ଏ ଏଥିରେ ଜିଲ୍ଲାପାଳମାନଙ୍କ ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ। ଜିଲ୍ଲାପାଳମାନେ ତୃଣମୂଳସ୍ତରରେ ସମ୍ମୁଖୀନ ନ ହେଉଥିବା ସମସ୍ଯା । ଉପରେ ସମ୍ମିଳନୀରେ ତର୍ଜମା ହେବ । ସରକାର ଶିଳ୍ପାୟନକୁ ଅଗ୍ରାଧୂକା ଦେଉଥ୍ ଚଉଥିବାରୁ ଜମି ଅଧ୍ ଗ୍ର ହଣରୁ ଆଇନ ଶୃ ଙ୍ଖଳା ଯାଏ ।ଏ ଯେଭଳି ସୁରୁଖୁରୁରେ ହେବ ତାକୁ ଗୁରୁତ୍ବ ଦେଇ ଜିଲ୍ଲାପାଳ ଓ ଏସ୍ |ପାଳ ଓ ଏସ୍‌ ପି ମାନେ କାମ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ବ ଦେଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଜଳସେଚନ, ଶିଳ୍ପ ଓ ମହିଳା ବିକାଶ ଭଳି ପ୍ରସଙ୍ଗରେ ଚଳିତ ଥର ଅଧୂକ ଚର୍ଚ୍ଚା ହେବ ବୋଲି ଅନୁମାନ କରାଯାଉଛି। ମୁଖ୍ୟ ଶାସନ ସଚିବଙ୍କ ସହ ସବୁ ଜିଲ୍ଲାର ଜିଲ୍ଲାପାଳ, ଏସପି, ବିଭାଗୀୟ ସଚିବ ମନ୍ତ୍ରୀମାନେ ବୈଠକରେ ସାମିଲ ହେବେ। ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପରେ ମୋହନ ମାଝୀ ଗତ ବର୍ଷ ସେପ୍ଟେମ୍ବର ୨୭ ଓ ୨୮ରେ ଏ ସମ୍ମିଳନୀ ଡାକିଥିଲେ। ଜିଲ୍ଲାପାଳ ଓ ଏସ୍‌ପିମାନେ ବିନା ଭୟରେ କାମ କରିବାକୁ ପରାମର୍ଶ ଦେଇଥିଲେ। କୌଣସି ପରିସ୍ଥିତିରେ ଦୁର୍ନୀତିକୁ ବରଦାସ୍ତ କରାଯିବନି ବୋଲି ମଧ୍ଯ ଚେତାବନୀ ଦେଇଥିଲେ ।