ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରଠାରେ ପୂର୍ବତନ ଚେୟାରମ୍ୟାନଇଂ ବି.ସି. ପଟ୍ଟନାୟକଙ୍କ ୯୮ତମ ଜନ୍ମ ଜୟନ୍ତୀ ପାଳିତ

Nov 15, 2025 - 21:16
 8
ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରଠାରେ ପୂର୍ବତନ ଚେୟାରମ୍ୟାନଇଂ ବି.ସି. ପଟ୍ଟନାୟକଙ୍କ ୯୮ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ବର ९४.९९.१४ ଡିଏଭି ପବ୍ଲିକ୍ ସ୍କୁଲ କଳିଙ୍ଗ ନଗରଠାରେ ପୂର୍ବତନ ଚେୟାରମ୍ୟାନ ତଥା ଓଡ଼ିଶା ଡିଏ ଡିଏଭି ଆନ୍ଦୋଳନର କର୍ଣ୍ଣଧାର ଓ ଦ୍ବୈତନଗରୀ ଡିଏଭି ବିଦ୍ୟାଳୟ ସମୂହର ମୁଖ୍ୟ ବିନ୍ଧାଣି ଇଂ ବିରେନ୍ ଚନ୍ଦ୍ର ପଟ୍ଟନ ପଟ୍ଟନାୟକଙ୍କ ୯୮ତମ ଜନ୍ମ ଜୟନ୍ତୀ ୧୦.୧୧.୨୦୨୫ରେ ପାଳିତ ହୋଇଥିଲା ।

 ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ବଳରାମ ମହାପାତ୍ରଙ୍କ ସମେତ ପର୍ଯ୍ୟବେକ୍ଷକପର୍ଯ୍ୟବେକ୍ଷିକା, ଶିକ୍ଷକଶିକ୍ଷୟିତ୍ରୀବୃନ୍ଦ ଇଂ ବି.ସି. ପଟ୍ଟ ପଟ୍ଟନାୟକଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।

ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଦ୍ବାରା ଜୀବନୀ ତଥା ଡି.ଏ.ଭି ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରାଯାଇଥିଲା । ବୈଦିକ ରୀତି ଅନୁଯାୟୀ ପବିତ୍ର ଯଜ୍ଞ ମଧ୍ୟ ଅନୁଷ୍ଠିତ ହୋଇଥିଲା । ଆଜି ଅ ଇଂ ପଟ୍ଟନାୟକଙ୍କ ସ୍ମୃତିଚାର ତିଚାରଣ ଉପଲକ୍ଷେ ଆୟୋଜିତ ଇଂରାଜୀ ଓ ଓଡ଼ିଆ ଭାଷା ଭାଷାରେ ସୃଜନାତ୍ମକ ଲିଖନ ପ୍ରତିଯୋଗିତାରେ ୧୩ଟି 6.ง.ติ ବିଦ୍ୟାଳୟର ୨୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

ଏହି ପ୍ରତିଯୋଗିତାରେ ଇଂରାଜୀରେ ଏଲ୍ ଆର୍ ଡି.ଏ.ଭିର ପ୍ରତୀକ୍ଷା କ୍ଷା ମିଶ୍ର ପ୍ରଥମ ମ ଏବଂ ଡି,ଏ.ଭି ଏସ୍ ସି ବି ମେଡିକାଲ ପବ୍ଲିକ ସ୍କୁଲର ସାଇ ସତ୍ୟ ସତ୍ୟଜିତ ଦାସ ଦ୍ଵିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଓଡ଼ିଆରେ ଡି.ଏ.ଭି ପବ୍ଲିକ ସ୍କୁଲ କଳିଙ୍ଗ ନଗରର ସିଦ୍ଧି ଶିବାନ ନୀ ପ୍ରଥମ ଏବଂ ଡି.ଏ.ଭି ପବ୍ଲିକ ସ୍କୁଲ ନିମାପଡ଼ାର ତନ୍ମୟ ଦାସ ଦ୍ଵିତୀୟ ସ୍ଥାନ । ପରିଶେଷରେ କୃତୀ ପ୍ରତିଯୋଗୀ ଅଧୂକାର କରିଥିଲେ । ପରିଶେ ଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା ।