ଡେରାଡୁନ ଗସ୍ତରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ...
ଉତ୍ତରାଖଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଉତ୍ତରାଖଣ୍ଡ ଗଠନର ରଜତ ଜୟନ୍ତୀ ଉତ୍ସବରେ ହେବେ ସାମିଲ
ଡେରାଡୁନରେ ୮,୧୪୦ କୋଟି ଟଙ୍କା ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ
୯୩୦ କୋଟି ଟଙ୍କାର ପ୍ରକଳ୍ପ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ
୭,୨୧୦ କୋଟି ଟଙ୍କାର ପ୍ରକଳ୍ପର ଶିଳାନ୍ୟାସ କରିବେ ମୋଦି
ପିଏମ ଫସଲବୀମା ଯୋଜନାରେ ୨୮,୦୦୦ ଚାଷୀଙ୍କୁ କରିବେ କୃଷକ ସହାୟତା
ଚାଷୀଙ୍କ ଆକାଉଣ୍ଟକୁ ୬୨ କୋଟି ଟଙ୍କା ପଠାଇବେ ପ୍ରଧାନମନ୍ତ୍ରୀ