ଡ୍ରପ୍ ଆଉଟ୍ ଚିନ୍ତା ! ଆଜିଠୁ ସର୍ଭେ !
ଡ୍ରପ୍ ଆଉଟ୍ ଚିନ୍ତା ! ଆଜିଠୁ ସର୍ଭେ ! -ଡ୍ରପ୍ ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ପଦକ୍ଷେପ -ଆଜିଠାରୁ ମେ' ୫ ତାରିଖ ଯାଏଁ ଡ୍ରପ୍ ଆଉଟ୍ ସର୍ଭେ -ଘରକୁ ଘର ବୁଲି ସର୍ଭେ କରିବେ ଶିକ୍ଷକ , ଶିକ୍ଷୟିତ୍ରୀ -ଶୂନରୁ ୧୮ ବର୍ଷର ପିଲାଙ୍କ ତଥ୍ୟ ସଂଗ୍ରହ କରାଯିବ -ଅଧା ପାଠ ଛାଡ଼ିଥିବା ପିଲାଙ୍କୁ ଦିଆଯିବ ଅଧିକ ଗୁରୁତ୍ୱ -ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଚିଠି.
