ତମାଖୁର କୁପ୍ରଭାବ ସମ୍ପର୍କରେ ତୃଣମୂଳସ୍ତରରେ ଜନ ସଚେତନତାର ଆବଶ୍ୟକତା ରହିଛି: ପିଆଇବି ଏଡିଜି
କଟକ, 24 24 ଅକ୍ଟୋବର:
ଭାରତୀୟ ତୀୟ ଯୁବସମାଜ ତମାଖୁ | ନିଶାରେ ପଡ଼ି ଶାରୀରିକ ରିକ ଏବଂ ମାନସିକ କ୍ଷତିର ଶିକାର ହେଉଛନ୍ତି l ବିଶେଷ କରି କିଶୋରାବସ୍ଥାରେ ତମାଖୁ ତମାଖୁ ନିଶା ବିଭିନ୍ନ ପ୍ରକାର ଗୁରୁତର ବ୍ୟାଧ୍ ସୃଷ୍ଟି କରୁଛି । ଦେଶର ଯୁବପିଢ଼ିଙ୍କୁ òଙ୍କୁ ତମାଖୁ ନିଶା କବଳରୁ ରକ୍ଷା କରିବା ଲାଗି ବ୍ୟାପକ ସଚେତନତା ସହିତ ତମାଖୁ ସଂକ୍ରାନ୍ତ ଆଇନର କଡ଼ାକଡ଼ି ଅନୁପାଳନ ଳନର ଆବଶ୍ୟକତା ଶ୍ୟକତା ରହିଛି ବୋଲି ଆଜି କଟକଠାରେ ଆୟୋଜିତ ଶମାଧ୍ଯମ କର୍ମଶାଳା ‘ବାର୍ଭା’ ରେ ବିଶିଷ୍ଟ ଅତିଥିମାନେ ମତପ୍ରକାଶ କରିଛନ୍ତି। ‘ତମାଖୁ ମୁକ୍ତ ଯୁବସମାଜ ମାଜ ଅଭିଯାନ'ର ତୃତୀୟ ପର୍ଯ୍ୟାୟ ଅଧୀନରେ ରେ ଏହି କର୍ମଶାଳା ଳା ଅନୁଷ୍ଠିତ ହୋଇଛି।
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି) ଏହି ଷ୍ଟ୍ରାର ଭାରତ ସରକ ରକାରଙ୍କ ସୂ ପକ୍ଷରୁ ଆଜି କଟକଠାରେ ଆୟୋଜିତ କାର୍ଯ୍ୟକ୍ରମରେ ପିଆଇବି/ସିବିସିର ଅତିରିକ୍ତ ମହାନିର୍ଦ୍ଦେଶକ ର୍ଦଶକ ତ ତଥା ଅତିରିକ୍ତ ପ୍ରେସ ରେଜିଷ୍ଟ୍ରା (ଓଡ଼ିଶା ଡ଼ିଶା ଏବଂ ଝା ଝାଡ଼ଖଣ୍ଡ କ୍ଷେତ୍ର) ଶ୍ରୀ ଅଖେଳ କୁମାର ମିଶ୍ର ଉଦବୋଧନ ଧନ ଦେଇ ତମାଖୁ ମୁକ୍ତ ସମାଜ ଗଠନ ପାଇଁ ବ୍ଯାପକ ଜନସଚେତନତା ଉପରେ ଗୁରୁତ୍ବାରୋପ କରି କରିଥିଲେ। ସେ ସେ କହିଥିଲେ, ତମାଖୁ ସେବନର ଅପକାରିତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କ୍ଷେତ୍ରରେ କ୍ଷେତ୍ରରେ ଗଣମାଧ୍ଯମ, ବିଶେଷ କରି ସାମାଜିକ ଗଣମାଧ୍ଯମର ର ବେଶ୍ ଗୁରୁତ୍ବ ସାମାଜିକ ସଚେତନତାର ମଧ୍ୟ ଆବଶ୍ୟକତା ରହିଛି ବୋଲି ରହିଛି । ଗ୍ରାମୀଣ ଏବଂ ତୃଣମୂଳସ୍ତରରେ ସେ କହିଥିଲେ।
କଟକ ଅତିରିକ୍ତ ଜିଲ୍ଲାପାଳ ଶିବ ଟସ୍ପୋ କାର୍ଯ୍ୟକ୍ରମକୁ ସେମ୍ବିତ କରି ନରି କହିଥିଲେ, ସାମ୍ପ୍ରତିକ ସମାଜରେ ଅଧିକ ସଂଖ୍ୟାରେ ଯୁବବର୍ଗ ନିଶା କବଳରେ ପଡ଼ୁଛନ୍ତି । ନିଶା ନିବାରଣ ଏବଂ ଏହାର କୁପ୍ରଭାବକୁ ରୋକିବା ଲାଗି ସରକାର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ମ ହାତ ନେଇଛନ୍ତି । ଏଥିପାଇଁ କଠୋର ଆଇନ ପ୍ରଣୟନ ଏବଂ ପ୍ରବର୍ତ୍ତନ କରାଯାଉଛି। ତେବେ ତମାଖୁ ଏବଂ ଅନ୍ୟ ନିଶାଦ୍ରବ୍ୟ
ରୋଗରେ ସମ୍ପର୍କରେ ସଚେତନତା ସୃଷ୍ଟି କରିବ ଚାରପ୍ରସାର କରିବାରେ ଗଣମାଧ୍ୟମ ।ମର ପ୍ରମୁଖ ଭୂମିକା ରହିଛି ବୋଲି ସେ ମତବ୍ୟକ୍ତ କରିଥିଲେ I କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ଚିକିତ୍ସା ପ୍ରତିଷ୍ଠ ତିଷ୍ଠାନର ପ୍ରାଧ୍ୟାପକ ଡାକ୍ତର ସୁରେନ୍ଦ୍ର ନାଥ ସେନାପତି ତାଙ୍କ ଅଭିଭାଷଣରେ ତମାଖୁ ନିଶାର କୁପ୍ରଭାବ ସମ୍ପର୍କରେ ମ୍ପର୍କରେ ତଥ୍ୟାତ୍ମକ ଅବତାରଣା କରିଥିଲେ ଲା । I ସେ ସେ କହିଥିଲେ, ଭାରତରେ ପ୍ରତ୍ୟେକ ବର୍ଷ ପ୍ରାୟ 14 ଲକ୍ଷ 61 ହଜାର ଲୋକ କର୍କଟ 1ରେ ଆକ୍ରାନ୍ତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ପ୍ରାୟ 20% ତମାଖୁ ଜନିତ କର୍କଟ ରୋଗରେ ପୀଡ଼ିତ ହେ ହୋଇଥା'ନ୍ତି। ସେହିପରି ଓଡ଼ିଶାରେ ରେ ବା ବାର୍ଷିକ ପ୍ରାୟ 52,960 କର୍କଟ ରୋଗୀଙ୍କ ମଧ୍ୟ ।ଧ୍ଯରୁ 30 ପ୍ରତିଶତ ତମାଖୁ ଜନିତ କର୍କଟ ଆକ୍ରାନ୍ତ ଥିବା ଅଧ୍ୟ ।ଧ୍ୟୟନରୁ ଜଣାପଡ଼ିଛି। 10 ପ୍ରତିଶତ ରୋଗୀ କିଶୋରାବସ୍ଥାରେ ତମାଖୁ କବଳରେ ପଡ଼ି ରୋ ରୋଗାକ୍ରାନ୍ତ ହେ ହେବା ଅତ୍ଯନ୍ତ ଚିନ୍ତାର ବିଷୟ ବୋଲି ପ୍ରଫେସର ସେନାପତି କହିଥିଲେ I ସେ ଆହୁରି କହିଥିଲେ, ତମାଖୁ ସେବନ କାରଣରୁ କାରଣରୁ ବିଶ୍ବରେ ପ୍ରତି 26 ସେ ସେକେଣ୍ଡରେ ଜଣେ ବ୍ୟକ୍ତି ମୃତ୍ୟୁମୁଖରେ ପଡ଼ୁଛନ୍ତି । ତମାଖୁ ଏକ ନିରବ ଘାତକ । ଏଥିରେ ଲକ୍ଷ ଲକ୍ଷ ଲୋ ଲୋକ ରୋଗାକ୍ରାନ୍ତ ହେବା ସହିତ ମୃତ୍ୟୁବରଣ କରୁଛନ୍ତି । ତମାଖୁ ଓ ଅନ୍ୟାନ୍ୟ ନିଶା ନିବାରଣ ପାଇଁ କାର୍ଯ୍ୟକାରୀ ହେଉଥିବା ଆଇନର ପ୍ରଭାବୀ କାର୍ଯ୍ୟକାରିତା ସହିତ ଜିଲ୍ଲା ଓ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଶାମୁକ୍ତି କେନ୍ଦ୍ର ଖୋଲିବା ଆବଶ୍ୟକ ବୋଲି ସେ ପରାମର୍ଶ ଦେଇଥିଲେ I ରିବା ଏବଂ ସରକାରଙ୍କ ପଦକ୍ଷେପକୁ ବ୍ୟାପକ ମାତ୍ରାରେ
କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ କୁମାର ହୋତା କହିଥିଲେ, ତମାଖୁ ମୁକ୍ତ ଭାରତ ଗଠନ ଦ୍ବାରା ବିକଶିତ ଭାରତର ସ୍ବପ୍ନ ସାକାର ହୋଇପାରିବ। ସେ କହିଥିଲେ, ବର୍ତ୍ତମାନ 102 15 ବର୍ଷ ବୟସର ପିଲା, ବିଶେଷ କରି ବିଦ୍ୟାଳୟର ର ଛାତ୍ରଛାତ୍ରୀ ସେମାନଙ୍କର ଆଦ୍ୟ କିଶୋରାବସ୍ଥାରେ ସାଙ୍ଗସାଥୀଙ୍କ ପ୍ରଭାବରେ ତମାଖୁ ଖୁ ନିଶା କବଳରେ ପଡ଼ିବା ଚିବା ଚିନ୍ତାର ବିଷୟ I ଗଣମା ମାଧ୍ଯମ, ବିଶେଷ କରି ସେଲିବ୍ରିଟିମାନେ ମଧ୍ଯ ତମାଖୁ ଉତ୍ପାଦର ଦର ପ୍ରଚାରପ୍ରସାର କରିବା ଦ୍ବାରା ପିଲାମାନେ ଅଧୂକ ପ୍ରଭାବିତ • ହେଉଛନ୍ତି । ସେମାନଙ୍କୁ ଏ ସମ୍ପର୍କରେ ସଚେତନ କରିବା ଲାଗି ସୂଚନା, ଶିକ୍ଷା ଏବଂ ସଚେତନତାରେ ଗଣମାଧ୍ଯମ ଧ୍ଯମର ପ୍ରମୁଖ ଭୂମିକା ହୋଇଥିବା ନିଶାମୁକ୍ତି ଅଭିଯାନକୁ ଆହୁରି ବ୍ୟାପକ କରିବା ବରିଷ୍ଠ ସାମ୍ବାଦିକ ତଥା ସମାଜର ସମ୍ପାଦକ ତପନ କୁମାର ମିଶ୍ର କାର୍ଯ୍ୟକ୍ରମକୁ ସମ୍ବୋଧୂତ କରି ନିଜ ରହିଛି। ଗତ ଗତ ୨ ୨ ଅକ୍ଟୋବରରୁ ଅ ଆରମ୍ଭଉପରେ ସେ ଗୁରୁ ଗୁରୁତ୍ବାରୋପ କରିଥିଲେ।
ବ୍ୟକ୍ତିଗତ ଅଭିଜ୍ଞତାରୁ କହିଥିଲେ, ତମାଖୁ ନିଶାର ଏକ ସାମାଜିକ ଓ ପାରିବାରିକ ଆଧାର ରହିଛି । ସାମାଜିକ ଓ ସାଂସ୍କୃତିକ ପ୍ରଭାବଟେ ପ୍ରଭାବରେ ମଧ୍ଯ ଅଧ ଅଧ୍କାଂଶ ଲୋକ ତମାଖୁ ନିଶା କବଳରେ ପଡ଼ିଥା'ନ୍ତି I ନିଶାମୁକ୍ତି ଏକ ସାମୂହିକ ସାମାଜିକ ଉତ୍ତରଦାୟିତ୍ବ ବୋଲି ସେ କହିଥିଲେ I