ମୋଦୀ ବନାମ ୧୫ରାଷ୍ଟ୍ର ନେତା ଆଲୋଚନା...
୧୫ ରାଷ୍ଟ୍ରନେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିପାକ୍ଷିକ ବୈଠକ
ବ୍ରିକ୍ସ ସମ୍ମିଳନୀ ଅବସରରେ ୧୫ ରାଷ୍ଟ୍ରନେତାଙ୍କ ସହ ବୈଠକ
ରୁଷିଆ, ଚୀନ, ଇରାନ, ଆଫ୍ରିକୀୟ ନେତାଙ୍କ ସହ ବୈଠକ
ଦକ୍ଷିଣପୂର୍ବ ଏସିଆ ଓ ଗଲ୍ଫ ଆଦି ଦେଶର ନେତାଙ୍କ ସହ ବୈଠକ
୩ ଦିନ ଧରି ଦ୍ବିପାକ୍ଷିକ ପ୍ରସଙ୍ଗରେ ମାରାଥନ ବୈଠକ
ବାଣିଜ୍ୟ, ଶକ୍ତି, ବୈଷୟିକ, ଯୋଗାଯୋଗ ଆଦି ବିଷୟରେ ଆଲୋଚନା