ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ସାଂସଦ ବିଭୁ ତରାଇଙ୍କ ତଦନ୍ତ ଦାବୀ...

Apr 27, 2026 - 16:41
 6
ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ସାଂସଦ ବିଭୁ ତରାଇଙ୍କ ତଦନ୍ତ ଦାବୀ...

ଦାମୋଦର ରାଉତ ଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଘଟଣାରେ ସାଂସଦ ବିଭୁ ତରାଇଙ୍କ ତଦନ୍ତ ଦାବୀ...

ଦାମଙ୍କ ପ୍ରତିମୂର୍ତ୍ତି ଭଙ୍ଗାର ତଦନ୍ତ ହେଉ: ବିଭୂ

ଦାମ ରାଉତଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣାରେ ସାଂସଦ ବିଭୂ ତରାଇଙ୍କ ଉଦ୍‌ବେଗ

‘ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି, ଏହାର ତଦନ୍ତ ଦାବି କରାଯାଇଛି’

ଡିଏଫ୍‌ଓଙ୍କ ସହ ମୁଁ ନିଜେ କଥା ହୋଇଥିଲି, କିପରି ଭଙ୍ଗା ହେଲା ଜାଣିନି’

‘କାହା ଚାପରେ ଭଙ୍ଗାଗଲା ତାହାର ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ହେଉ’

ଏରସମା ଶିଆଳିକୁ ପର୍ଯ୍ୟଟନ କ୍ଷେତ୍ର କରିବାରେ ଦାମ ବାବୁଙ୍କ ଅବଦାନ ବହୁତ’

‘ଏପରି ଭାବେ ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି’