*ଦିଘା ଜଗନ୍ନାଥ ମନ୍ଦିର ବିଷୟରେ ମତ ରଖିଲେ ପଦ୍ମଶ୍ରୀ ବାବା ବଳିଆ.

*ଦିଘା ଜଗନ୍ନାଥ ମନ୍ଦିର ବିଷୟରେ ମତ ରଖିଲେ ପଦ୍ମଶ୍ରୀ ବାବା ବଳିଆ* ଭୁବନେଶ୍ୱର :- ମମତା ଙ୍କ ଜଗନ୍ନାଥ ଧାମ କୁ ପଦ୍ମଶ୍ରୀ ବାବା ବଳିଆ ଙ୍କ ବିରୋଧ। ବାବା ବଳିଆ କହିଛନ୍ତି ଜଗନ୍ନାଥ ମନ୍ଦିର ସବୁଆଡେ ହୋଇପାରିବ ସେଥିରେ ଅସୁବିଧା ନାହିଁ। ସେହି ସ୍ଥାନର ନାମ ଜଗନ୍ନାଥ ଧାମ ରଖାଯାଇପାରିବ ନାହିଁ। ମୃତ୍ତି ତିଆରି ପରେ କାଠ ବଳିବା ମୁଁ କେବେ ଶୁଣିନି। ଯଦିବି କାଠ ବା ଦାରୁ ବଳିଥାଏ ତେବେ ସେବାୟତ ଏଭଳି କରିବା ଉଚିତ ନୁହେଁ ବୋଲି ବାବା ବଳିଆ ମତ ରଖିଛନ୍ତି। ରିପୋର୍ଟ : ରଶ୍ମିରଂଜନ ମିଶ୍ର Avnews24

May 17, 2025 - 14:29
 13
*ଦିଘା ଜଗନ୍ନାଥ ମନ୍ଦିର ବିଷୟରେ ମତ ରଖିଲେ ପଦ୍ମଶ୍ରୀ ବାବା ବଳିଆ.