ଦୀପାବଳି ପାଳନ ନେଇ ଉଠିଥିବା ତାରିଖ ବା ଦିବସ ହେଲା ସ୍ଥିର.
ଦୀପାବଳି ତାରିଖ ଦ୍ବନ୍ଦ୍ବ ଦୂର କଲା ମୁକ୍ତି ପଣ୍ଡିତ ମହାସଭା
୨୦ ତାରିଖରେ ପୟାଶ୍ରାଦ୍ଧ କରାଯିବ
ଦୀପାବଳି ପାଳନ ହେବ 20 ତାରିଖ ସୋମବାର
ମୁକ୍ତି ପଣ୍ଡିତ ମହାସଭା ଦେଲେ ସୂଚନା
୨୦ ତାରିଖ ଅପରାହ୍ନ ୩ଟା ୨୩ ରୁ ପୟାଶ୍ରାଦ୍ଧ ଓ ଦୀପାବଳି ପାଳନ
୨୧ରେ ପାଳନ ନ କରିବାକୁ କଲେ ଅନୁରୋଧ
21 କଲେ ହେବ ଶାସ୍ତ୍ର ବିରୋଧୀ ବୋଲି ପରୋକ୍ଷରେ ଦେଲେ ସୂଚନା