ଧର୍ମଶାଳାରେ ବିଜେଡି ଗଡ଼ ହେଲା ମାଟିରେ ମିଶିଲା

Aug 26, 2025 - 08:31
 16
ଧର୍ମଶାଳାରେ ବିଜେଡି ଗଡ଼ ହେଲା ମାଟିରେ ମିଶିଲା

ସମିତିସଭ୍ୟ, ସରପଞ୍ଚ ଜିଲ୍ଲାପରିଷଦ ସଭ୍ୟ ମାନେ BJP ରେ ମିଶିବା ପାଇଁ ହୋଇଥିଲା ଭବ୍ୟ ସମ୍ବର୍ଦ୍ଧନା ସଭା | ଏହି ସଭା ଆୟୋଜକ

କରିଥିଲେ ଧର୍ମଶାଳା ବିଧାୟକ ଲିକୁ ଭାଇ | ତାଙ୍କ ପ୍ରତି ଭରସା କରି ମହିଳା କର୍ମୀ, ମହିଳା ମୋର୍ଚାର ସଭାପତି ସୁଚିତ୍ରା ଦଳେଇ ବିଜେପି କୁ ଶକ୍ତିଶାଳୀ କରିବା ପାଇଁ ସଂକଳ୍ପ ନେଇଛନ୍ତି | ତାଙ୍କର ଅକ୍ଲାନ୍ତ ପରିଶ୍ରମର ସଫଳତା ରେ ଅନେକ BJD କର୍ମୀ ତାଙ୍କ ସହିତ ହାତ ମିଳାଇଛନ୍ତି | ଏ ନେଇ BJP ନେତା ଲିକୁ ଭାଇ ସୂଚିତ୍ରାଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି | ତାଙ୍କ ଯୋଗୁ ଆଜି ଧର୍ମଶାଳା ରେ ବିଜେଡି ଗଡ଼ ଧ୍ୱଂସ ହେବା ଲାଗିଛି, ମହିଳା ମାନେ ବିଜେପି ସରକାରକୁ ପ୍ରଶଂସା କରିଛନ୍ତି | ଆଗାମୀ ଦିନରେ ପଂଚାୟତ ନିର୍ବାଚନରେ ବିଜେପିକୁ ବିଜୟୀ କରିବାକୁ ସଂଘବଦ୍ଧ ଭାବେ ସଂକଳ୍ପ ନେଇ ଛନ୍ତି |

ରିପୋର୍ଟ : ରଶ୍ମିରଂଜନ ମିଶ୍ର 

#Avnews24#

ଭୁବନେଶ୍ୱର