BJD ର ପୂର୍ବତନ ସ୍ୱାଭିମାନୀ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଛାଡିଲେ ବ୍ରହ୍ମାସ୍ତ୍ର |
BJD ର ପୂର୍ବତନ ସ୍ୱାଭିମାନୀ ତଥା ବରିଷ୍ଠ ନେତା ସୌମ୍ୟରଞ୍ଜନ ପଟ୍ଟନାୟକ ପାଣ୍ଡିଆନଙ୍କୁ ଛାଡିଲେ ବ୍ରହ୍ମାସ୍ତ୍ର |
ରୁବେନ ବାନାର୍ଜୀଙ୍କ ପୁସ୍ତକ 'ନବୀନ ପଟ୍ଟନାୟକ' ଉନ୍ମୋଚନ ଉତ୍ସବ ଅବସରରେ ପାଣ୍ଡିଆନ ଙ୍କୁ କଲେ ଟାର୍ଗେଟ୍
5T ଅଧୀନରେ ହୋଇଥିବା ସମସ୍ତ ସ୍କୁଲ ଏବେ ସୁନ୍ଦର ଶୌଚାଳୟ ପାଲଟିଯାଇଛି
ନବୀନଙ୍କୁ ପ୍ରେମ କରି ଓଡ଼ିଶାବାସୀ ହୋଇଯାଇଥିଲେ ବ୍ରବାସୀ
୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ଓଡ଼ିଶାରେ ଅନ୍ଧ ଭକ୍ତର ପ୍ରେମ କାହାଣୀ ଚାଲିଥିଲା
ନବୀନ ବାବୁ ୨ଟି ପର୍ଯ୍ୟାୟରେ -
‘ପ୍ରଥମ ପର୍ଯ୍ୟାୟରେ ପ୍ୟାରୀଙ୍କୁ,
୨ୟ ପର୍ଯ୍ୟାୟରେ ଶହେ ଭାଗ ପାଣ୍ଡିଆନଙ୍କୁ କ୍ଷମତା ଦେଇଥିଲେ
ଏହି କ୍ଷମତା ପ୍ରଦାନ ଆମ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତି ବଡ଼ ଅପବାଦ ଥିଲା, ଫଳତଃ
ଏଥର ନିର୍ବାଚନରେ ପ୍ରତିକୂଳ ଜନାଦେଶର ସାମ୍ନା କରିବାକୁ ବାଧ୍ୟ ହୋଇଥିଲା ବିଜେଡି ଦଳ
ପ୍ରକୃତରେ ଏଥିରେ ପାଣ୍ଡିଆନଙ୍କ ର ଦୋଷ କିଛି ନାହିଁ, ଯିଏ କ୍ଷମତା ଦେଲେ ସେ ସମ୍ପୂର୍ଣଭାବେ ଦାୟୀ
ଯେଉଁମାନେ ତାହାକୁ ମଥା ପାତି ଗ୍ରହଣ କରି କ୍ରୀତଦାସ ସାଜିଥିଲେ ସେମାନେ ଏବେ ପରଦା ଆଡୁହାଳରେ ବୁଲୁଛନ୍ତି |