ନବ ନିଯୁକ୍ତ ସଂସଦୀୟ ଦଳର ନେତା ଓ ଚିଫ ହୁଇପ ଙ୍କୁ ଶଙ୍ଖ ଭବନରେ ସମ୍ଭର୍ଦ୍ଧନା...

Apr 13, 2026 - 16:45
 7
ନବ ନିଯୁକ୍ତ ସଂସଦୀୟ ଦଳର ନେତା ଓ ଚିଫ ହୁଇପ ଙ୍କୁ ଶଙ୍ଖ ଭବନରେ ସମ୍ଭର୍ଦ୍ଧନା...

ନବ ନିଯୁକ୍ତ ସଂସଦୀୟ ଦଳର ନେତା ଓ ଚିଫ ହୁଇପ ଙ୍କୁ ଶଙ୍ଖ ଭବନରେ ସମ୍ଭର୍ଦ୍ଧନା...

ଶ୍ରୀ ମାନସ ରଞ୍ଜନ ମଙ୍ଗରାଜଙ୍କୁ ବିଜେଡି ସଂସଦୀୟ ଦଳର ନେତା ଭାବରେ ଏବଂ ଶ୍ରୀମତୀ ସୁଲତା ଦେଓଙ୍କୁ ଉପନେତା ଓ ମୁଖ୍ୟ ସଚେତକ ଭାବରେ ନିଯୁକ୍ତ କରାଯିବା ପରେ, ସେମାନଙ୍କୁ ଶଙ୍ଖ ଭବନରେ ଶ୍ରୀ ଦେବୀ ପ୍ରସାଦ ମିଶ୍ର, ଶ୍ରୀ ପ୍ରଦୀପ ଅମାତ, ଡକ୍ଟର ଲେନିନ୍ ମହାନ୍ତି, ଇପ୍ସିତା ସାହୁ, ତୁମ୍ବନାଥ ପଣ୍ଡା, ମିହିର ରାୟ, ନାରାୟଣ ଜେନା, ରକି ଦାସ ଏବଂ BMJD, BYJD ଏବଂ BCJDର ସଦସ୍ୟମାନେ ସମ୍ବର୍ଦ୍ଧିତ କରୁଛନ୍ତି।