ନବୀନ ନିବାସ ଏବେ କ୍ୟାପିଟାଲ ପୋଲିସ ଥାନା ସ୍କାନରରେ...

Jun 15, 2026 - 17:35
 17
ନବୀନ ନିବାସ ଏବେ କ୍ୟାପିଟାଲ ପୋଲିସ ଥାନା ସ୍କାନରରେ...

ନବୀନ ନିବାସ ଏବେ କ୍ୟାପିଟାଲ ପୋଲିସ ଥାନା ସ୍କାନରରେ...

ଫାଇଲ ମିସିଙ୍ଗ ଘଟଣାକୁ ନେଇ ବଡ଼ ହଲଚଲ 

ନବୀନ ନିବାସରେ କୌଣସି ମୁହୂର୍ତ୍ତରେ ଚଢ଼ାଉ କରିପାରେ କ୍ୟାପିଟାଲ ଥାନା ପୁଲିସ 

୨ଟି କମିସନଙ୍କ ରିପୋର୍ଟ ଗାଏବ ଘଟଣାରେ ଥାନାରେ ମାମଲା

କମିସନଙ୍କ ରିପୋର୍ଟ ଗାଏବ ଘଟଣାକୁ ନେଇ ମୋହନଙ୍କ ଅଫିସରୁ ବାରମ୍ବାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖା ଯାଇଥିବା ସୁଚନା 

ନବୀନଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା କୌଣସି ସରକାରଙ୍କୁ ଉତ୍ତର ମିଳୁନାହିଁ

ତେଣୁ ପୋଲିସ ତଦନ୍ତ ଆରମ୍ଭ କରିଛି, ଗୃହ ବିଭାଗ, ମୁଖ୍ୟମନ୍ତ୍ରୀ ଦପ୍ତରରେ ଛାନଭିନ

ନବୀନଙ୍କୁ ୨୩.୧୦.୨୦୨୫ରେ ଚିଠି ଲେଖିଥିଲେ ମୋହନ