ନିଶାମୁକ୍ତ ଭାରତ" ପାଇଁ 'ଯୁବ ମାରାଥନ' ଆୟୋଜନ ହୋଇଯାଇଛି ଭୁବନେଶ୍ୱରରେ
"ନିଶାମୁକ୍ତ ଭାରତ" ପାଇଁ 'ଯୁବ ମାରାଥନ' ଆୟୋଜନ ହୋଇଯାଇଛି ଭୁବନେଶ୍ୱରରେ
କଳିଙ୍ଗ ଷ୍ଟାଡିୟମରୁ ଜନତା ମଇଦାନ ପର୍ଯ୍ୟନ୍ତ ଏହି ମାରାଥନ ଅନୁଷ୍ଠିତ ହୋଇଥିଲା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ
ନିଜେ ମଧ୍ୟ ଏହି ଦୌଡରେ ସାମିଲ ହୋଇଥିଲେ
ଅନ୍ୟ ମନ୍ତ୍ରୀ, ନେତା, ଯୁବ ଏବଂ ଛାତ୍ରମାନେ ମଧ୍ୟ ଏହି ମାରାଥନରେ ଯୋଗ ଦେଇଥିଲେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ଅବସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା
ବିଜେପି ଯୁବ ମୋର୍ଚ୍ଚା "ନମୋ ଯୁବ ମାରାଥନ" ଶୀର୍ଷକରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଥିଲା।
ଯୁବ ପିଢ଼ିକୁ ନିଶାଠାରୁ ଦୂରେଇ ରଖିବା ପାଇଁ ସଚେତନତାର ବାର୍ତ୍ତା ମଧ୍ୟ ଦିଆଯାଇଥିଲା