ଏବେ ଏକ୍ସପ୍ରେସ ଟ୍ରେନ ଯାତ୍ରୀଙ୍କର ଯାତ୍ରା ସମୟରେ ଖାଦ୍ୟ ପାଇଁ ଚିନ୍ତା ହଟିଯିବ !
ଆଉ ଖାଦ୍ୟ ପାଇଁ ଚିନ୍ତା କରିବାକୁ ପଡ଼ିବନି ଟ୍ରେନ ଏକ୍ସପ୍ରେସ ଯାତ୍ରୀଙ୍କର
ସେମାନଙ୍କୁ ଖାଦ୍ୟ ଯୋଗାଇଦେବାର ଦାୟିତ୍ୱ ନେଇଛି ରେଳ ବିଭାଗ
ସେମାନେ ନିଜ ନିଜର ମନ ପସନ୍ଦର ଖାଦ୍ୟ ପାଇ ପାରିବେ ଯାତ୍ରା ସମୟରେ
ଯାତ୍ରୀମାନଙ୍କୁ ଖାଦ୍ୟ ପାଇଁ ହେବାକୁ ପଡ଼ିବନି ହନ୍ତ ସନ୍ତ
ଦୂରଗାମୀ ଯାତ୍ରୀମାନେ ନିଜ ସିଟରେ ବସି ପାଇ ପାରିବେ ତାଜା ଓ ସୁଷମ ଖାଦ୍ୟ
ଖାଲି ସେତିକି ନୁହେଁ ନିଜ ମନ ପସନ୍ଦର ଖାଦ୍ୟ ମଧ୍ୟ ପାଇବା ନିଶ୍ଚିତ ହୋଇଛି ବିଭାଗ ଦ୍ୱାରା