ନୂଆଖାଇ ପର୍ବ ଏକ ନିଆରା ପର୍ବ

Aug 18, 2025 - 12:52
 10
ନୂଆଖାଇ ପର୍ବ ଏକ ନିଆରା ପର୍ବ

ଓଡ଼ିଶାରେ ନୂଆଖାଇ ପର୍ବର ଏକ ବିଶେଶ୍ୱତ ରହିଛି 

ମୁଖ୍ୟତଃ ବରଗଡ଼ ଜିଲ୍ଲା ର ଏହା ଏକ ପ୍ରମୁଖ ପର୍ବ 

ଏହି ପର୍ବ ପାଳନରେ ପଣ୍ଡିତ ମହାସଭା ଦ୍ୱାରା ପୂଜା ଵିଧି ସ୍ଥିର କରାଯାଇ ଥାଏ 

୨୭ ତାରିଖ ନିଶାର୍ଧ ରାତିରେ ମା ସମଲେଶ୍ୱରୀଙ୍କ ପାଖରେ ଲାଗି କରାଯିବ ନବାନ୍ନ 

୨୮ ତାରିଖ ସକାଳ ୧୦-୨୩ ରୁ ୧୦-୩୭ ମଧ୍ୟରେ ସର୍ବସାଧାରଣ ନବାନ୍ନ ଖାଇବେ