ନୂଆପଡା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀଙ୍କ ବିକାଶର କଥା...

Oct 6, 2025 - 19:50
 4
ନୂଆପଡା ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀଙ୍କ ମନ୍ତ୍ରୀଙ୍କ ବିକାଶର କଥା...

ଗତ ପନ୍ଦର ଦିନ ମଧ୍ୟରେ ଦ୍ବିତୀୟ ଥର ପାଇଁ । ନୂଆପଡ଼ା ଜିଲ୍ଲାକୁ ଆଗମନ କରି ମୁଁ ଅତ୍ୟନ୍ତ ଆନନ୍ଦିତ। ରାଜ୍ୟ ରାଜଧାନୀଠାରୁ ଦୂରରେ ଥିଲେ ମଧ୍ଯ ନୂଆପଡ଼ାର ବିକାଶକୁ ଗୁରୁତ୍ବ ଦେବାର ପୂର୍ବ ପ୍ରତିଶ୍ରୁତି ରକ୍ଷା କରି ମୁଁ ଆଜି ପୁଣି ପୁଣିଥରେ ନୂଆପ ନୂଆପଡ଼ା ଆସିଛି। ଏହି ଜିଲ୍ଲା ଜିଲ୍ଲାର ବିକାଶ ଦାୟିତ୍ବକୁ ମୁଁ ବ୍ୟକ୍ତିଗତ ଭାବେ ତଦାରଖ କରିବି ଏ ଆବଶ୍ୟକ ହେଲେ ବାରମ୍ବାର ଆସିବି। ଆମର 'ଡବଲ୍ ଇଞ୍ଜିନ୍ ସରକାର' ଏହି ଅଞ୍ଚଳର ଉଚ୍ଚାଭିଳାଷୀ ଓ ପରିଶ୍ରମୀ ଜନସାଧାରଣଙ୍କ ସାମର୍ଥ୍ୟକୁ କାଯ କାର୍ଯ୍ୟରେ ଲଗାଇବାକୁ ପ୍ରତିଶ୍ରୁତିବଦ୍ଧ। ପୂର୍ବରୁ ଅବିଭକୁ କଳାହାଣ୍ଡି ଏବଂ * ନୂଆପଡ଼ା ଜିଲ୍ଲା ଆଞ୍ଚଳିକ ବୈଷମ୍ୟତା ଅନୁଭବ କରୁଥିଲେ ମଧ୍ଯ ବର୍ତ୍ତମାନ ଆମେ ରାଜ୍ୟର ସମସ୍ତ ଅଞ୍ଚଳକୁ ସମାନ ଗୁରୁତ୍ବ ପ୍ରଦାନ କରୁଛୁ। ଚଳିତ ବର୍ଷ ଏପ୍ରିଲ ମାସରେ ମାରାଗୁଡ଼ା ମହୋତ୍ସବ ସମୟରେ ମୁଁ ଆପଣମାନଙ୍କ ପାଖକୁ ଆସିଥ୍‌ଲି ৩০° ୩୨୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କରିଥୁଲି । ଆଜି ପୁ ପୁଣି ମୁଁ ନୂଆପଡ଼ାରେ ମୋଟ୍ ୧,୧୦୦ କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କଲି। ଏହି ପ୍ୟାକେଜ୍ ମଧ୍ୟରେ ୬୪ କୋଟି+ ଟଙ୍କା ବ୍ୟୟରେ ନିର୍ମିତ ୧୦୯ ଗୋଟି ପ୍ରକଳ୍ପର ଲୋକାର୍ପଣ ଏବଂ ୧୫୯ କୋଟି + ଟଙ୍କାର ୩୯ ଗୋଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି। ସର୍ବାଧୂକ ଗୁରୁତ୍ବ ଦେଇ ଚାଷୀ ଭାଇ ଓ ଭଉଣୀମାନଙ୍କ ବହୁଦିନର ଦାବିକୁ ସମ୍ମାନ ଜଣାଇ କେବଳ ଜଳସେଚନ ପାଇଁ ୮୦୨ କୋଟି + ଟଙ୍କାର ପ୍ରକଳ୍ପ ଘୋଷଣା କରାଯାଇଛି।

ପ୍ରଶାସନିକ ସୁବିଧା ନିମନ୍ତେ, ରାଜ୍ୟର ସମସ୍ତ ତହସିଲରେ ସବ୍-ରେଜିଷ୍ଟ୍ରେସନ୍ ଅଫିସ ଖୋଲିବାକୁ ନିଷ୍ପତ୍ତା ହୋଇଛି ଏବଂ ପ୍ରଥମ ପର୍ଯ୍ୟାୟରେ ନୂଆପଡ଼ା ଜିଲ୍ଲାର ସିନାପାଲି, କୋମନା ଏବଂ ବୋଡେନ ତହସିଲରେ ଏହି ସେବା ଆଜିଠାରୁ ଆରମ୍ଭ କରାଯାଉଛି। ମୁଁ ପୁନର୍ବାର ଆପଣମାନଙ୍କୁ ଆଶ୍ବାସନା ଦେଉଛି ଯେ ଆମର ଡବଲ ଇଞ୍ଜିନ ସରକାର ସବୁବେଳେ ଆପଣମାନଙ୍କ ସେବା ପାଇଁ ପ୍ରସ୍ତୁତ ଅଛି ଏବଂ ନୂଆପଡ଼ାବାସୀଙ୍କ ପାଇଁ ମୋର ଦ୍ବାର ସର୍ବଦା ଉନ୍ମୁକ୍ତ।