CHSE ଘୋଷଣା କଲା +୨ ପରୀକ୍ଷା ଫର୍ମ ପୂରଣ ସୂଚୀ...

Oct 6, 2025 - 19:47
 26
CHSE ଘୋଷଣା କଲା +୨ ପରୀକ୍ଷା ଫର୍ମ ପୂରଣ ସୂଚୀ...

ଯୁକ୍ତ ୨ ପରୀକ୍ଷା ଫର୍ମଫିଲପ୍‌ ନେଇ ତାରିଖ ଘୋଷଣା କଲା CHSE

ରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୨୦ରୁ ନଭେମ୍ବର ୬ ଭିତରେ ଫର୍ମ ପୂରଣ କରିପାରିବେ

ଏକ୍ସରେଗୁଲାର ପରୀକ୍ଷାର୍ଥୀ ଆସନ୍ତା ୧୩ରୁ ୨୫ ଭିତରେ ଫର୍ମ ପୂରଣ କରିବେ

୨୦୦ ଟଙ୍କା ଫାଇନ୍‌ରେ ନଭେମ୍ବର ୧୦ରୁ ୧୪ ମଧ୍ୟରେ ଫର୍ମ ଫିଲଅପ୍‌

୬ ଶହ ଟଙ୍କା ଫାଇନ୍‌ରେ ନଭେମ୍ବର ୧୭ରୁ ୧୯ ମଧ୍ୟରେ କରିପାରିବେ