ପୋଷ୍ଟ ମାଟ୍ରିକ ଛାତ୍ର ବୃତ୍ତି ପାଇଁ କରିବାକୁ ହେବ ଆବେଦନ...

Oct 12, 2025 - 18:17
 80
ପୋଷ୍ଟ ମାଟ୍ରିକ ଛାତ୍ର ବୃତ୍ତି ପାଇଁ କରିବାକୁ ହେବ ଆବେଦନ...

ପୋଷ୍ଟ ମାଟ୍ରିକ ଛାତ୍ର ବୃତ୍ତି ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ

ଏହି ପଞ୍ଜିକରଣ ଆସନ୍ତା କାଲିଠାରୁ ହେବ ଆରମ୍ଭ

ସମସ୍ତ ଛାତ୍ର ଛାତ୍ରୀ ନୂତନ ଓ ନବୀକରଣ ପାଇଁ ଆବେଦନ କରି ପାରିବେ 

ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ ସହିତ ଠିକ ଭାବେ ଡାଟା ଦେବା ଦରକାର

ଆବଶ୍ୟକୀୟ ଡକ୍ୟୁମେଣ୍ଟଗୁଡ଼ିକ ହେଲା:

   ୧.ବ୍ୟାଙ୍କ ପାସ୍ ବୁକ୍ 

୨. ଆଧାର କାର୍ଡ 

୩. ଜାତିଗତ ପ୍ରମାଣପତ୍ର 

୪. ଆୟ ପ୍ରମାଣ ପତ୍ର (ଆର୍ଥିକ ବର୍ଷ ୨୦୨୫/୨୦୨୬)

୫. ପାସ୍ ଫୋଟୋ