ପ୍ରତି ପଂଚାୟତରେ ନିଯୁକ୍ତି ପାଇବେ ସ୍ଥାୟୀ ପିଅନ...

Nov 29, 2025 - 22:08
 8
ପ୍ରତି ପଂଚାୟତରେ ନିଯୁକ୍ତି ପାଇବେ ସ୍ଥାୟୀ ପିଅନ...

ଭୁବନେଶ୍ବର: ଓଡ଼ିଶାର ପ୍ରତ୍ୟେକ ପଞ୍ଚାୟତରେ ନିଯୁକ୍ତ ହେବେ ପିଅନ। ଏନେଇ ନିଷ୍ପତ୍ତ ନେଇଛନ୍ତି ରାଜ୍ୟ ସରକାର। ନୂତନ ପଦବୀ ସୃଷ୍ଟି ହେବା ସହ ଦରମା ୧୩ ହଜାର ୧୬୦ ଟଙ୍କା ରହିବ। ପୂର୍ବରୁ ପଞ୍ଚାୟତଗୁଡ଼ିକ ନିଜ ସ୍ତରରେ ପିଅନ ରଖ୍ ଦରମା ଦେଉଥିଲେ। ପଞ୍ଚାୟତ ଫଣ୍ଡ୍‌ରୁ ପିଅନଙ୍କୁ ଦରମା ଦିଆଯାଉଥିଲା।