ନାଗାଲାଣ୍ଡ ରାଜ୍ୟପାଳ ଏଲ. ଗଣେଶନ ଇହଲୀଳା ସମ୍ବରଣ କରିଗଲେ

Aug 15, 2025 - 22:41
 7
ନାଗାଲାଣ୍ଡ ରାଜ୍ୟପାଳ ଏଲ. ଗଣେଶନ ଇହଲୀଳା ସମ୍ବରଣ କରିଗଲେ

ଅଗଷ୍ଟ ୮ ରୁ ଚେନାଇ ର ଆପୋଲୋ ହସ୍ପିଟାଲ ରେ ଚିକିତ୍ସାଧୀନ ଥିଲେ 

ଫେବୃଆରୀ ୨୦, ୨୦୨୩ ରୁ ନାଗାଲାଣ୍ଡ ରାଜ୍ୟପାଳ ଦାୟିତ୍ୱରେ ଥିଲେ

ଚିକିତ୍ସାଧୀନ ସମୟରେ ତାଙ୍କୁ ୮୦ ବର୍ଷ ହୋଇଥିଲା    

ଚିକିତ୍ସାଧୀନ ଅବସ୍ଥାରେ ସେ ଇହଲୀଳା ସମ୍ବରଣ କରିଗଲେ 

ପ୍ରଧାନ ମନ୍ତ୍ରୀଙ୍କ ସମେତ ଅନେକ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି |