ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଆଫ୍ରିକା ଗସ୍ତର କିଛି ଦୃଶ୍ୟାସଂ...

Nov 24, 2025 - 11:11
 5
ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଆଫ୍ରିକା ଗସ୍ତର କିଛି ଦୃଶ୍ୟାସଂ...

ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଆଫ୍ରିକା ଗସ୍ତର କିଛି ଦୃଶ୍ୟାସଂ...

ପ୍ରଧାନମନ୍ତ୍ରୀ ଶ୍ରୀନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରେ ଅଵତରଣ କଲାପରେ ସେଠିକାର ସ୍ଥାନୀୟ ମହିଳାମାନେ ସ୍ଥାନୀୟ ନୃତ୍ୟ ପରିଵେଷଣ କରିଥିଲେ

ଶ୍ରୀମୋଦିଙ୍କୁ ସାଷ୍ଟାଙ୍ଗ ପ୍ରଣିପାତ କରିଵା ଶୈଳୀରେ ଜୁହାର ହେଲ

ସେମାନେ ଶ୍ରୀମୋଦିଙ୍କୁ ପ୍ରଣାମ କଲେ ଓ ସେମାନଙ୍କୁ ମୋଦୀ ମଧ୍ୟ ପ୍ରଣାମ କଲେ

ଏହାପରେ କିଛି ଭାରତୀୟ ମୂଳର ପିଲା , ଆଫ୍ରିକୀୟ ମୂଳର ପିଲା ମିଶି ଶ୍ରୀ ମୋଦିଙ୍କ ସମ୍ମୁଖରେ ସଂସ୍କୃତ ମନ୍ତ୍ର ଉଚ୍ଚାରଣ କଲେ

ଵିଭିନ୍ନ ଭାରତୀୟ ଜାତିଙ୍କର ଗୀତ ନାଚ ପ୍ରଦର୍ଶିତ ହୋଇଥିଲା

ଓଡ଼ିଆ ଜାତିର ପ୍ରତିନିଧିତ୍ଵ ସମ୍ବଲପୁରୀ ଗୀତ ନାଚ କରିଥିଲେ ।