ପ୍ରେସ୍ ରିଲିଜ୍: ଇଗ୍ନ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବର:

Apr 16, 2026 - 18:58
 4
ପ୍ରେସ୍ ରିଲିଜ୍: ଇଗ୍ନ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବର:

ଆମ୍ବେଦକର ଜୟନ୍ତୀ ପାଳନ ଉପଲକ୍ଷେ ୧୬ ଏପ୍ରିଲ ୨୦୨୬ରେ ଇଗ୍ନେ ଆଞ୍ଚଳିକ କେନ୍ଦ୍ର ଭୁବନେଶ୍ବରରେ ରେ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥୂଲା।

୧୪ ଏପ୍ରିଲ -୨୮ ଏପ୍ରିଲ ୨୦୨୬ ପକ୍ଷରେ ଇଗ୍ନା ଆଞ୍ଚଳିକ କେନ୍ଦ୍ର, ଭୁବନେଶ୍ବର ଆମ୍ବେଦକର ଜୟନ୍ତୀ ପାଳନ କରୁଛି । ଏହି ଉପଲକ୍ଷେ ୧୬ ଏପ୍ରିଲ ୨୦୨୬ରେ ଆଞ୍ଚଳିକ କେନ୍ଦ୍ର ଏକ ରକ୍ତଦାନ ଶିବିରର ଆୟୋଜମ ଜନ କରିଥିଲା । ଏହା କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କ ସହିତ ମିଳିତ ଭାବରେ ଆୟୋଜିତ ହୋଇଥିଲା। ଏହି ଅବସରରେ ୨୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା ଏବଂ କ୍ୟାପିଟାଲ ହସ୍ପିଟାଲ ବ୍ଲଡ ବ୍ୟାଙ୍କ, ଭୁବନେଶ୍ବରକୁ ହସ୍ତାନ୍ତର କରାଯାଇଥିଲା । ାଯାଇଥିଲା । ଡାକ୍ତର এศ କେ ଦାଶ, ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଥମେ ରକ୍ତଦାନ କରିଥିଲେ। ଉପନିର୍ଦ୍ଦେଶକ ଡକ୍ଟର ପି କେ ଜେନା, ଡେପୁଟି ରେଜିଷ୍ଟ୍ରାର ଶ୍ରୀ, ଶ୍ରୀ, ସଞ୍ଜୟ ପ ପଟେଲ, ଇଗ୍ନା ଆଞ୍ଚଳିକ କେନ୍ଦ୍ର ଏବଂ ଆଞ୍ଚଳିକ ମୂଲ୍ୟାୟନ କେନ୍ଦ୍ର, ଭୁବନେଶ୍ବରର ଅନ୍ୟାନ୍ୟ କର୍ମଚାରୀ, ଏକାଡେମିକ୍ ପରାମର୍ଶଦାତା ଡକ୍ଟର କ୍ଟର ରଘୁନାଥ ମଣ୍ଡଳ ମଧ୍ୟ ଏହି ଅବସରରେ ରକ୍ତଦାନ କରିଥିଲେ। କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରର ଡାକ୍ଟର ନିହାରିକା ହୋନହୋଗା, ଶ୍ରୀ ଶ୍ରୀ, ସାରଦା କାନୁ ଚୌଧୁରୀ ଏବଂ ଅନ୍ୟାନ୍ୟ କର୍ମଚାରୀ ରକ୍ତ ୟୁନିଟ୍ ସଂଗ୍ରହରେ ବୈଷୟିକ ଦାନ କରିଥିଲେ। କ ସହାୟତା ପ୍ରଦାନ କ

ଭୁବନେଶ୍ବର ଇଗ୍ନା ଆଞ୍ଚଳିକ କେନ୍ଦ୍ରର ବରିଷ୍ଠ ଆଞ୍ଚଳିକ ନିର୍ଦ୍ଦେଶକ ଡକ୍ଟର ଏମ୍ କେ ଦାଶ ରକ୍ତଦାତା ଏବଂ କ୍ୟାପିଟାଲ ହସ୍ପିଟାଲ ରକ୍ତଭଣ୍ଡାରର ବୈଷୟିକ ଦଳକୁ ସମ୍ମାନିତ କରିବା ସହ ଧନ୍ୟବାଦ ଜଣାଇ ଦାତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ ଜଣାଇଥିଲେ। ଉପନିର୍ଦ୍ଦେଶକ ଡକ୍ଟର ବିମଳ ଚନ୍ଦ୍ର ନନ୍ଦ, ଅତିରିକ୍ତ ନିର୍ଦ୍ଦେଶକ ଡକ୍ଟର ଏସ୍ କେ ପାଣିଗ୍ରାହୀ, ଉପନିର୍ଦ୍ଦେଶକ ଡକ୍ଟର ପି କେ ଜେନା, ସ‌ହକାରୀ ନିବନ୍ଧକ ଶ୍ରୀ ବନମାଳୀ ସାହୁ, ଆଞ୍ଚଳିକ କେନ୍ଦ୍ରର ଅନ୍ୟାନ୍ୟ ଅଧୂକାରୀ ଏବଂ ସହକାରୀ ସଂଯୋଜକ ଡକ୍ଟର ବିନୟ ମହାପାତ୍ର, ଶ୍ରୀ ଆୟୁଷ୍ମାନ ଚୌଧୁରୀ ପ୍ରମୁଖ କାର୍ଯ୍ୟକ୍ରମକୁ ସକ୍ରିୟ ଭାବରେ ସଂଯୋଜନା କରିଥିଲେ।