ଐତିହ୍ୟ ଦିବସ ପାଳନର ପ୍ରାସଙ୍ଗିକତା...
ଐତିହ୍ୟ ଦିବସ ପାଳନର ପ୍ରାସଙ୍ଗିକତା...
ଦ୍ଵନ୍ଦ ଓ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଜୀବନ୍ତ ଐତିହ୍ୟ ପାଇଁ ଜରୁରୀକାଳୀନ ପ୍ରତିକ୍ରିୟା" ବିଷୟବସ୍ତୁ ଉପରେ କେନ୍ଦ୍ରିତ ହୋଇ ବିଶ୍ୱ ଐତିହ୍ୟ ଦିବସ 2026 ରେ ପାଳିତ ହେଉଛି।
UNESCO ଦ୍ୱାରା ଘୋଷିତ ଏହି ଦିବସଟି ଯୁଦ୍ଧ ଏବଂ ଜଳବାୟୁ ପରିବର୍ତ୍ତନ ପରି ସଙ୍କଟରୁ ସ୍ମାରକୀ, ପ୍ରତ୍ନତାତ୍ତ୍ୱିକ ସ୍ଥାନ ଏବଂ ସାଂସ୍କୃତିକ ପରମ୍ପରାକୁ ସୁରକ୍ଷା ଦେବାର ଜରୁରୀ ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରେ।
????ଥିମ୍: "ଦ୍ୱନ୍ଦ ଏବଂ ବିପର୍ଯ୍ୟୟ ପରିପ୍ରେକ୍ଷୀରେ ଜୀବନ୍ତ ଐତିହ୍ୟ ପାଇଁ ଜରୁରୀକାଳୀନ ପ୍ରତିକ୍ରିୟା"।
????ଉଦ୍ଦେଶ୍ୟ: ସାଂସ୍କୃତିକ ବିବିଧତା, ଦୁର୍ବଳତା ଏବଂ ଐତିହ୍ୟ ସ୍ଥଳର ସଂରକ୍ଷଣ ବିଷୟରେ ସଚେତନତା ବୃଦ୍ଧି କରିବା।
????କାର୍ଯ୍ୟକଳାପ: ବିଶ୍ୱସ୍ତରୀୟ ଉତ୍ସବଗୁଡ଼ିକରେ ଶିକ୍ଷାଗତ କାର୍ଯ୍ୟକ୍ରମ, ଫଟୋ ପ୍ରଦର୍ଶନୀ ଏବଂ ସ୍ମାରକୀ ପରିଦର୍ଶନ ଅନ୍ତର୍ଭୁକ୍ତ
????ସୁରକ୍ଷା ଧ୍ୟାନ: ଥିମ୍ ଜଳବାୟୁ ପରିବର୍ତ୍ତନ, ସହରୀକରଣ ଏବଂ ସଂଘର୍ଷ ଦ୍ୱାରା ବିପଦରେ ପଡ଼ିଥିବା ଐତିହ୍ୟର ସୁରକ୍ଷାକୁ ଉଜ୍ଜ୍ୱଳ କରିଥାଏ।
????ଭାରତୀୟ ଐତିହ୍ୟ: ଭାରତରେ, ଏହି ଦିନଟି ତାଜମହଲ, ଅଜନ୍ତା ଗୁମ୍ଫା, ଦିଲ୍ଲୀର ଐତିହାସିକ ସ୍ମାରକୀ ଏବଂ ଜୟପୁରର ଗୋଲାପୀ ସହର ଭଳି ସ୍ଥାନଗୁଡ଼ିକୁ ଉଜ୍ଜ୍ୱଳ କରିଥାଏ।
????ଗୁରୁତ୍ୱ: ଏହା ଗୁରୁତ୍ୱାରୋପ କରେ ଯେ ଐତିହ୍ୟ ପରିଚୟ, ସ୍ମୃତି ଏବଂ ସାମୂହିକ ଇତିହାସକୁ ପ୍ରତିନିଧିତ୍ୱ କରେ।
ବିଶ୍ୱ ଐତିହ୍ୟ ଦିବସରେ ଆଜି ଦିନର ତାତ୍ପର୍ଯ୍ୟ...
ଇତିହାସ ପୃଷ୍ଠାରେ-
୧୩୭୮- ଭାରତ ଭୂଖଣ୍ଡରୁ କିଛିଅଂଶ ଅଲଗା ହୋଇ "ଇରାନ" ନାମ୍ନୀ ଏକ ନୂତନ ଇସଲାମିକ ରାଷ୍ଟ୍ର ଗଠିତ ହେଲା
????୧୬୧୨- ମମତାଜକୁ ବଳପୂର୍ବକ ବିବାହ କଲେ ଶାହାଜାହାନ ।
????୧୭୬୧- ଭାରତ ଭୂଖଣ୍ଡରୁ କିଛିଅଂଶ ଅଲଗା ହୋଇ "ଆଫଗାନିସ୍ତାନ" ନାମରେ ଏକ ନୂତନ ଇସଲାମିକ ରାଷ୍ଟ୍ର ଗଠିତ ହେଲା ।
????୧୮୫୯- ମହାନ ସ୍ଵାଧୀନତା ସଂଗ୍ରାମୀ *ତାନ୍ତିଆ ଟୋପେଙ୍କୁ* ବ୍ରିଟିଶ ସରକାର ଫାଶୀଖୁଣ୍ଟରେ ଝୁଲାଇ ଦେଲେ ।
????୧୯୦୬- ସାନଫ୍ରାନସିସ୍କୋ ରେ ଭୂକମ୍ପ ଓ ଅଗ୍ନିକାଣ୍ଡରେ ୪୦୦୦ ମୃତ ।
????୧୯୧୭- ବିହାର ଚମ୍ପାରନରୁ ସତ୍ୟାଗ୍ରହ ଆରମ୍ଭ କରାଯିବାର ନିଷ୍ପତ୍ତି ।
????୧୯୩୦- ସ୍ୱାଧୀନତା ସଂଗ୍ରାମୀ ଙ୍କ ଦ୍ବାରା ଚିତ୍ତାଗଙ୍ଗ ଅସ୍ତ୍ରାଗାର ଲୁଟ ।
????୧୯୪୭- ଭାରତ ଭୂଖଣ୍ଡରୁ କିଛିଅଂଶ ଅଲଗା ହୋଇ "ପାକିସ୍ତାନ" ନାମରେ ଏକ ନୂତନ ଇସଲାମିକ ରାଷ୍ଟ୍ର ଗଠିତ ହେଲା ।
୧୯୫୦- ବିନୋବା ଭାବେଙ୍କ ଦ୍ୱାରା ଆନ୍ଧ୍ରରୁ ଭୂଦାନ ଆନ୍ଦୋଳନ ଆରମ୍ଭ ।
????୧୯୭୧- ଭାରତ ଭୂଖଣ୍ଡରୁ କିଛିଅଂଶ ଅଲଗା ହୋଇ "ବାଂଲାଦେଶ" ନାମରେ ଏକ ନୂତନ ଇସଲାମିକ ରାଷ୍ଟ୍ର ଗଠିତ ହେଲା ।
????୧୯୫୨ ରୁ ୧୯୯୦ ମଧ୍ଯରେ - ଭାରତ ଭୂଖଣ୍ଡରୁ କିଛିଅଂଶ କୁ ସମ୍ବିଧାନର ୩୭୦ ଧାରାର ଅପପ୍ରୟୋଗ କରି "ଜାମ୍ମୁ-କାଶ୍ମୀର" ନାମରେ ଏକ ନୂତନ ନାମକରଣ ଦିଆଯାଇ, ଏଠାରେ ନୂତନ ସମ୍ବିଧାନ, କାଶ୍ମୀର ପତାକା ର ପ୍ରଚଳନ କରାଗଲା।
????୧୯୯୯ - ପାକିସ୍ତାନ ଦ୍ଵାରା କାରଗିଲ ଯୁଦ୍ଧ ଆରମ୍ଭ ଓ ଶେଷରେ ଭାରତର ଐତିହାସିକ ବିଜୟ ।
????୨୦୧୬- ଭାରତୀୟ ମୁଦ୍ରାର ନୋଟବନ୍ଦୀ ।
????୨୦୧୯ - ମୋଦୀ ସରକାର ୩୭୦ ଧାରାର ସମସ୍ତ ଦିଗକୁ ଉଚ୍ଛେଦ କରି ଜାମ୍ମୁ-କାଶ୍ମୀର କୁ ଭାରତ ସହ ସାମିଲ କରାଇଲେ ।