ପୟାଶ୍ରାଦ୍ଧ ବା ବଡ଼ ବଡ଼ିଆ ପର୍ବ ପାଳନର ବିଧୂ ବ୍ୟବସ୍ଥା...

Oct 21, 2025 - 21:25
 15
ପୟାଶ୍ରାଦ୍ଧ ବା ବଡ଼ ବଡ଼ିଆ ପର୍ବ ପାଳନର ବିଧୂ ବ୍ୟବସ୍ଥା...

ଦୀପଦାନ ଶ୍ରାଦ୍ଧ କିମ୍ବା ପୟାଶ୍ରାଦ୍ଧ କାର୍ତ୍ତିକ ଅମାବାସ୍ୟା ଦିନ ହିଁ କରାଯାଇଥାଏ । ଏହି ଶ୍ରାଦ୍ଧରେ ଅନ୍ନବ୍ୟଞ୍ଜନ ଦ୍ବାରା ପିଣ୍ଡ ଦେବାର ବ୍ୟବସ୍ଥା ନାହିଁ।

ଶ୍ରାଦ୍ଧକର୍ଷା କ୍ରତୁ ଆଦି ଦଶ ବିଶ୍ୱେଦେବ, ସନକ ଆଦି ସପ୍ତ ଋଷି, ପିତା ଓ ମାତାଙ୍କର ତିନି ପୁରୁଷ, ତଥା ଅଜା ଓ ଆଇଙ୍କ ତିନି ପୁରୁଷ ମାନଙ୍କୁ ଆବାହନ କରି ସେମାନଙ୍କୁ ସୁଆଁଫୁଲ, ଚନ୍ଦନ, ପୁଷ୍ପ, ଧୂପ, ଦୀପ ଇତ୍ୟାଦି ଅର୍ପଣ କରିବାର ନିୟମ ରହିଛି।

ସେମାନଙ୍କୁ ଆଖୁ, କଦଳୀ ଓ ନଡ଼ିଆ ଇତ୍ୟାଦି ଦ୍ବାରା ତୃପ୍ତ କରି ଦୀପଦାନ କରାଯାଏ। ଶେଷରେ, କାଉଁରିଆ ନିଆଁହୁଳା ହାତରେ ଧରି ବିସର୍ଜନ ମନ୍ନ ପାଠ କରି ଶ୍ରାଦ୍ଧ ସମାପନ କରାଯାଏ ।

ଏହିପରି ନିୟମପୂର୍ବକ ଓ ଶ୍ରଦ୍ଧାଭକ୍ତି ସହିତ କରାଯାଇଥିବା ଶ୍ରାଦ୍ଧ ନିଜ ପିତୃପୁରୁଷ ମାନଙ୍କୁ ତୃପୁ କରି, ଗୃହସୁ ଜୀବନକୁ ଶାନ୍ତି, ସମୃଦ୍ଧି ଓ ଆଶୀର୍ବାଦରେ ପୂରଣ କରେ ବୋଲି ଶାସ୍ତ୍ରରେ ଉଲ୍ଲେଖ ରହିଛି।

ଦୀପଦାନ ଶ୍ରାଦ୍ଧ କିମ୍ବା ପୟାଶ୍ରାଦ୍ଧ କାର୍ତ୍ତିକ ଅମାବାସ୍ୟା ଦିନ କରାଯାଏ । ଏହି ଶ୍ରାଦ୍ଧରେ ଅନ୍ନବ୍ୟଞ୍ଜନ ଦ୍ବାରା ପିଣ୍ଡ ଦେବାର ବ୍ୟବସ୍ଥା ନାହିଁ।ଶ୍ରାଦ୍ଧକର୍ଷା କ୍ରତୁ ଆଦି ଦଶ ବିଶ୍ୱେଦେବ, ସନକ ଆଦି ସପ୍ତ ଋଷି, ପିତା ଓ ମାତାଙ୍କର ତିନି ପୁରୁଷ, ତଥା ଅଜା ଓ ଆଇଙ୍କ ତିନି ପୁରୁଷ ମାନଙ୍କୁ ଆବାହନ କରି ସେମାନଙ୍କୁ ସୁଆଁଫୁଲ, ଚନ୍ଦନ, ପୁଷ୍ପ, ଧୂପ, ଦୀପ ଇତ୍ୟାଦି ଅର୍ପଣ କରିବା ନିୟମ ରହିଛି ।

ସେମାନଙ୍କୁ ଆଖୁ, କଦଳୀ ଓ ନଡ଼ିଆ ଇତ୍ୟାଦି ଦ୍ବାରା ତୃପ୍ତ କରି ଦୀପଦାନ କରାଯାଏ I ଶେଷରେ, କାଉଁରିଆ ନିଆଁହୁଳା ହାତରେ ଧରି ବିସର୍ଜନ ମନ୍ତ୍ର ପାଠ କରି ଶ୍ରାଦ୍ଧ ସମାପନ କରାଯାଏ ।