ବିଏସଏନଏଲ ଏବଂ ଟିଡବ୍ଲ୍ୟୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର
ବିଏସଏନଏଲ ଏବଂ ଟିଡବ୍ଲ୍ୟୁଡବ୍ଲୁଓ ପକ୍ଷରୁ ରକ୍ତଦାନ ଶିବିର
ଭୁବନେଶ୍ବର, ୨୪ ଫେବୃଆରୀ:
ରେଡକ୍ରସ କଟକ ସହାୟତାରେ ତଥ ତଥା ଦୂରସଞ୍ଚାର ମହିଳା କଲ୍ୟାଣ ସଂଗଠ ଗଠନ (ଟିଡବ୍ଲ୍ୟୁଡବ୍ଲ୍ୟୁଓ) ର ମିଳିତ ଆନୁକୂଲ୍ୟରେ ଭାରତ ସଂଚାର ନିଗମ ଲିମିଟେଡ୍ (ବିଏସଏନଏଲ) ଓଡ଼ିଶା ପରିମଣ୍ଡଳ ପକ୍ଷରୁ ଏକ ରକ୍ତଦାନ ଶିବିର ଆଜି ଭୁବନେଶ୍ବର ଅଶୋକ ନ ନଗରସ୍ଥିତ ବିଏସଏନଏଲ ଭବନଠାରେ ଆୟୋଜିତ ଆୟେ ହୋଇ ହାଇଯାଇଛି।
ଉଦ୍ଦେଶ୍ୟ ପାଇଁ ରକ୍ତଦାନ ଦାନ କରିବାକୁ ଆହ୍ବାନ ବିଏସଏନଏଲ ଓଡ଼ିଶା ପରିମଣ୍ଡଳ ମୁଖ୍ୟ ମହା ମହାପ୍ରବନ୍ଧକ ଦୁଷ୍ମନ୍ତ କୁମାର ବେହେରା ଏହି ଶିବିରକୁ ଉଦଘାଟନ କରିଥିଲେ । ଏହି ଅବସରରେ (ଟିଡବ୍ଲ୍ୟୁଡବ୍ଲଓ) ଓଡ଼ିଶାର ସଭାପତି ଶ୍ରୀମତୀ ମମତ ମତା ବେହେରା ଉପସ୍ଥିତ ଥିଲେ। ଏହି ଅବସରରେ ଶ୍ରୀ ବେହେରା ସମସ୍ତଙ୍କୁ ଏହି ମହାନ କରିଥିଲେ ଯାହାଦ୍ବାରା ମୂଲ୍ୟବାନ ମାନବ ଜୀବନ ରକ୍ଷା ହୋଇପ ହୋଇପାରିବ।
ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଏବଂ ସ୍ବେଚ୍ଛାସେବୀମାନେ ଉତ୍ସାହର ସହ ଭାଗ ନେଇଥିଲେ। କଟକ ରେଡକ୍ରସ୍ ରକ୍ତଭଣ୍ଡାର ଦ୍ବାରା ସଫଳତାର ସହିତ ୩୩ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହି ପଦକ୍ଷେପ ସମାଜ ସେବା ଏବଂ ସ୍ବେଚ୍ଛାକୃତ ରକ୍ତଦାନକୁ ପ୍ରୋତ୍ସାହିତ କରିବା ପ୍ରତି ବିଏସଏନଏଲ ଏବଂ ଟିଡବ୍ଲଡବ୍ଲଓ ଓଡ଼ିଶାର ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରେ।
ସଚିବ କାର୍ଯ୍ୟକ୍ରମରେ ମହାପ୍ରବନ୍ଧକ (ମାନବ ସମ୍ବଳ ଓ ପ୍ରଶାସନ) ଶ୍ରୀ ଗଜେନ୍ଦ୍ର ନ୍ଦ୍ର କୁମାର ଯାଦବ, ଟିଡବ୍ଲଡବ୍ଲୁଓ ସର୍ଚ ଗାୟତ୍ରୀ ମଲ୍ଲିକ ଏବଂ ଟିଡବ୍ଲଡବ୍ଲଓର ସକ୍ରିୟ ଅଂଶଗ୍ରହଣକାରୀ ଲିଲି ଜେନାମଣିଙ୍କ ସମେତ ତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ वृ।