ହୋଇ ପାରେ BJP କୁ "ହାର୍ଟ ଆଟାକ"
ପ୍ରଥମ ଥର ପାଇଁ ସୁପ୍ରିମ କୋର୍ଟରେ ଖୋଲାଗଲା EVM
ଭୋଟ୍ ଗଣନାରେ ଜିତିଲେ ପରାଜିତ ପ୍ରାର୍ଥୀ
ହରିୟାଣାର ପାନିପତର ବୁଆନା ଲଖୁଗାଁରେ ସରପଞ୍ଚ ପଦବି
ବିବାଦକୁ ନେଇ ହୋଇଥିଲା ମାମଲା
ସୁପ୍ରିମ କୋର୍ଟ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (EVM)
ପାଇଁ ସମନ କରିଥିଲୈ
ନିର୍ବାଚନରେ ବ୍ୟବହୃତ ଅନ୍ୟ ରେଳର୍ଡ ପାଇଁ ସମନ କରିବା
ସହ ଭୋଟ୍ ଗଣନା କରିଥିଲେ
ଉଭୟ ପକ୍ଷ ଉପସ୍ଥିତ ଥିଲେ ଏବଂ ସମ୍ପୂର୍ଣ୍ଣ ପ୍ରକ୍ରିୟାର
ଭିଡିଓଗ୍ରାଫି କରାଯାଇଥିଲା
ତା'ପରେ ଫଳାଫଳ ଘୋଷଣା କରାଯାଇଥିଲା
ଏଥିରେ ମୋହିତ କୁମାରଙ୍କୁ ବିଜୟୀ ଘୋଷଣା କରାଯାଇଥିଲା
ଏବେ ରାଜନୈତିକ ଦଳ ଏବଂ ନେତାମାନେ EVMକୁ ନେଇ
ବିଜେପିକୁ ଟାର୍ଗେଟ କରିଛନ୍ତି
୨୦୨୨ ନଭେମ୍ବର ୨ରେ ବୁଆନା ଲଖୁ ଗାଁରେ ସରପଞ୍ଚ ପଦ ପାଇଁ ଭୋଟ୍ ହୋଇଥିଲା |