ବିଜେଡିରେ ଯୋଗ ଦେଲା ପରେ ଶ୍ରୀମତୀ ସୁଜାତା ରାଉତଙ୍କୁ ଦଳର ମିଡିଆ ଟିମ୍ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଇଥିଲେ ।
ବିଜେଡିରେ ଯୋଗ ଦେଲା ପରେ ଶ୍ରୀମତୀ ସୁଜାତା ରାଉତଙ୍କୁ ଦଳର ମିଡିଆ ଟିମ୍ ସାକ୍ଷାତ କରି ସମ୍ବର୍ଦ୍ଧନା ଜଣାଇଥିଲେ ।
ଏହି ଟିମ୍ ରେ ମିଡିଆ ଟିମ୍ ମୁଖ୍ୟ ସଂଯୋଜକ ଶ୍ରୀ ପ୍ରତାପ ଜେନା, ସାମାଜିକ ଗଣମାଧ୍ୟମ ସଂଯୋଜକ ସ୍ଵୟଂପ୍ରକାଶ ମହାପାତ୍ର, ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ଡ଼ ପ୍ରିୟବ୍ରତ ମାଝୀ, ସାଂସଦ ଶ୍ରୀମତୀ ସୁଲତା ଦେଓ, ମୁଖପାତ୍ର ତୁମ୍ବନାଥ ପଣ୍ଡା, ଇପ୍ସୀତା ସାହୁ, ନାରାୟଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।