ବିଜେପି ର ନୂଆପଡା ପ୍ରାର୍ଥୀ ଜୟ ଢୋଲକିଆଙ୍କ ନିର୍ବାଚନ ଅଭିଯାନରେ ବିଜେପି ଜୟର ଯଥେଷ୍ଟ ସମ୍ଭାବନା...
ବିଜେପି ଶାସନ ସମୟରେ ପ୍ରଥମ ଉପନିର୍ବାଚନ
ଅତୀତରେ ବିଜେଡି ଏମିତି ଦଳ ଛଡେଇ ପ୍ରାର୍ଥୀ ଠିଆ କରାଇଛି
ବିଜେଡି ଶିଖିବ ନିଜ ଗୋଡ଼ରେ କୁରାଢ଼ୀ ମାରିବା ଫଳ
ବିଜେପିର ଷ୍ଟାର ପ୍ରଚାରକ ତାଲିକାରେ ଦୁଇ ମୁଖ୍ୟମନ୍ତ୍ରୀ
ନୂଆପଡ଼ା ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ସାମିଲ ପ୍ରଚାରକ ତାଲିକା
ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସହ ଛତିଶଗଡ଼ CM ବିଷ୍ଣୁଦେବ ସାଏ ମଧ୍ୟ ରହିଛନ୍ତି
ସଭାପତି ମନମୋହନ ସାମଲ ମଧ୍ୟ ପ୍ରଚାର ରେ ଅଛନ୍ତି
୩ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ ଓ ଅଶ୍ବିନୀ ବୈଷ୍ଣବ
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ସାମିଲ ଅଛନ୍ତି
୨ ପ୍ରଭାରି ମଧ୍ୟ ସାମିଲ ରହିଛନ୍ତି
ଦୁଇ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ, ପ୍ରଭାତୀ ପରିଡ଼ା ଷ୍ଟାର ପ୍ରଚାରକ ମଧ୍ୟ Directly
ସୁରେଶ ପୂଜାରୀ, ପ୍ରତାପ ଷଡ଼ଙ୍ଗୀ, ଜୟନାରାୟଣ ମିଶ୍ର, ବସନ୍ତ ପଣ୍ଡା ପ୍ରମୁଖ