ବିଜେପି ସରକାରରେ GST ର ଆଉ ଏକ ଧମାକା (ଗ୍ୟାସ ସିଲିଣ୍ଡର)...

Oct 1, 2025 - 10:42
 6
ବିଜେପି ସରକାରରେ GST ର ଆଉ ଏକ ଧମାକା (ଗ୍ୟାସ ସିଲିଣ୍ଡର)...

ତୈଳ ବିପଣନ କମ୍ପାନୀଗୁଡ଼ିକ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।

ବାଣିଜ୍ୟକ ୧୯ କିଲୋଗ୍ରାମ ଏଲପିଜି ସିଲିଣ୍ଡରର ମୂଲ୍ୟ ୧୫.୫୦ ଟଙ୍କା ବୃଦ୍ଧି କରାଯାଇଛି, ଯାହା ନଭେମ୍ବର ୧ ତାରିଖ ଠାରୁ କାର୍ଯ୍ୟକାରୀ ହେଉଅଛି|

ଦିଲ୍ଲୀରେ, ୧୯ କିଲୋଗ୍ରାମ ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ଖୁଚୁରା ବିକ୍ରୟ ମୂଲ୍ୟ ୧୫୯୫.୫୦ ଟଙ୍କା ହୋଇଛି।

ଘରୋଇ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।