ବିଧାନ ସଭା ହାଲଚାଲ...

Nov 28, 2025 - 01:28
 6
ବିଧାନ ସଭା ହାଲଚାଲ...

ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ

ଶୋକ ପ୍ରସ୍ତାବ ଆଗତ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଦିବଂଗତ ସଦସ୍ୟଙ୍କ ଉଦେଶ୍ୟରେ ହେଲା ଶୋକ ପ୍ରସ୍ତାବ ଆଗତ

ଶୋକ ପ୍ରସ୍ତାବକୁ ସମର୍ଥନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

ଶୋକ ପ୍ରସ୍ତାବ ଆଗତ ପରେ ଗୃହ ମୁଲତବି ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ

ଅପରାହ୍ଣରେ ଗୃହକୁ ସମ୍ବୋଧନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଆଜିଠୁ ୩୧ ଯାଏ ବିଧାନସଭାର ଶୀତ ଅଧିବେଶନ।