ପିସିଆର ଭ୍ୟାନର କର୍ମଚାରୀଙ୍କ ପାଇଁ କଠୋର ହେଲେ ପୋଲିସ କମିଶନରେଟ...
ପିସିଆର ଭ୍ୟାନର କର୍ମଚାରୀଙ୍କ ପାଇଁ କଠୋର ହେଲେ ପୋଲିସ କମିଶନରେଟ...
ନିୟୋଜିତ କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି କରାଯାଇଛି
ଏଣିକି ନିୟମ ଖିଲାପ କଲେ ଚାକିରିରୁ ହେବେ ସସପେଣ୍ଡ
ଡିସଚାର୍ଜ ସହ ଜେଲ ଯିବା ମଧ୍ୟ ଯିବେ କର୍ମଚାରୀ
ଚନ୍ଦକା ଥାନାର ପିସିଆର କର୍ମଚାରୀ ଲାଞ୍ଚ ନେବାର ପ୍ରମାଣ ମିଳିଥିଲା।
ପିସିଆରରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି କରିଛି କମିଶନରେଟ୍ ପୋଲିସ।
ଅବସରପ୍ରାପ୍ତ ସେନାଧିକାରୀ ଲାଞ୍ଚ ନେଲେ ଗିରଫ ସହ ପେନସନ୍ ବନ୍ଦ କରାଯିବ।
ସେହିପରି ଅନ୍ୟ ସମସ୍ତ କର୍ମଚାରୀ ଧରାପଡିଲେ ଗିରଫ ସହ ଚାକିରିରୁ ବିଦା ହେବେ।