ବିଶିଷ୍ଟ ଭୃଗୁ ଜ୍ୟୋତିଷ ପଣ୍ଡିତ ଶ୍ରୀଧର ଆଚାର୍ଯ୍ୟଙ୍କ ପରଲୋକ.
ଅନ୍ୟର ଆଗତ ଭବିଷ୍ୟତ କହୁଥିବା ଏବଂ ସେ ଦିଗରେ ଅନେକ ଖ୍ୟାତି ସୁନାମ ପ୍ରଶଂସା ସାଉଁଟିଥିବା ମଣିଷ ଟି ଆଜି ସମସ୍ତଙ୍କ ପାଇଁ ଅଦୃଶ୍ୟ ହୋଇଗଲେ |
କାଳର କରାଳ ଗତିର ଦିଗ ଦେଖାଉଥିବା ମଣିଷ ଟି ଆଜି ହଜିଗଲେ ସେହି କାଳର ଚକ୍ରବ୍ୟୁହ ରେ
କହି ପାରୁଥିବା ଆଗତ ଭବିଷ୍ୟତ ଗଣନା ଏବେ ଆଉ ଶୁଣା ଯିବ ନାହିଁ ଜନ ମାନସରେ
ଏଇତ ଜୀବନ !
ଏଇତ ଭବିଷ୍ୟତ ର ରହସ୍ୟ !