ବିଶ୍ଵ ପ୍ରେସ ସ୍ଵାଧୀନତା ଦିବସ
Tags:
- ଆଜି ସତରେ ସାମ୍ବାଦିକଙ୍କ କଣ୍ଠରେ ଶାଣିତ ସ୍ୱର ନାହିଁ। ସ୍ୱର ସବୁ ଅନ୍ୟର ଚାପରେ ଚାପି ହୋଇ ପଡ଼ିଛି। ଅନ୍ୟ କହିଲେ ରାଜନୀତି
- ଅର୍ଥ ଲୋଭ ଦ୍ଵାରା ସାମ୍ବାଦିକଙ୍କ ନିଜସ୍ଵ ସ୍ୱର କ୍ଷୀଣ ହୋଇ ପଡ଼ିଛି। ଯଦି କେହି ବି ସ୍ୱର ଉତ୍ତୋଳନ କରିବାର ଦେଖାଯାଏ ନିକଟ ଅତୀତରେ ଘଟିଥିବା ଘଟଣା ପରି ଶେଷରେ ମାଟି ଚାଟିବାକୁ ପଡ଼ିବା ନିଶ୍ଚିତ। ଆହୁରି ଅନ୍ୟ କ୍ଷେତ୍ରରେ ଏପରି ବି ହତ୍ୟାର ଶୀକାର ହେବାକୁ ପଡିପାରେ। ଏ ସବୁ ଦୃଷ୍ଟିରୁ ସାମ୍ବାଦିକମାନେ ଆଜି
- ଚାମଚା
- ସ୍ବାର୍ଥନ୍ଵେଶି ହୋଇ ପଡୁଛନ୍ତି। ଗଣତନ୍ତ୍ରର ଚତୁର୍ଥ ସ୍ତମ୍ବ କହୁଥିବା ସାମ୍ବାଦିକମାନେ ଆଜିର ଦିନରେ ମୁକ୍ତ
- ସ୍ଵସ୍ଛ
- ନିର୍ମଳ
- ନିର୍ଭୀକ ହେବା ପରିବର୍ତ୍ତେ ବୋକଚା ବୁହା ଚତୁର ଜୀବ ଟିଏ ହୋଇଯାଉଛି.....