ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ ...

Jul 17, 2026 - 07:55
 9
ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ ...

ବିଶ୍ଵର ସବୁଠାରୁ କ୍ଷୁଦ୍ର, ଛୋଟ,କୁନି ରଥ ...

ଶ୍ରୀ ଜଗନ୍ନାଥ ଙ୍କ ନନ୍ଦିଘୋଷ ରଥଏହାର ଉଚ୍ଚତା ୧.୯ ସିଏମ

ଏହା ମଧ୍ୟରେ ବ୍ୟବହୁତ ସାମଗ୍ରୀ -ବେଲ, ତୁଳସୀ,ଦୁବ,ନିମ୍ବ, ଗଳି ଗୁଆ,

ରଥ ରେ ଯେପରି ୧୬ଚକ,ଓଲଟ ଶୁଆ,ଡାହୁକ,କଳସ, ଚାରୋଟି ଘୋଡ଼ା, 

ପତିତପାବନ ବାନା(ନେତ) ନିର୍ମାଣ କରିଛନ୍ତି ବିଶ୍ଵବିଖ୍ୟାତ ବାଲୁକା ଶିଳ୍ପୀ ଡ଼. ସୁବଳ ମହାରଣା । 

ତିଆରି କରିବା ପାଇଁ ସମୟ୪ଘଣ୍ଟା ୨୦ମିନିଟ୍ ଲାଗିଛି 

ଏହା ନିର୍ମାଣ କରି ଶିଳ୍ପୀ ବିଶ୍ଵ କୁ ଏକ ଶାନ୍ତିପୂର୍ଣ୍ଣ ବାର୍ତ୍ତା ପ୍ରଦାନ କରି କହିଛନ୍ତି.....ବିଶ୍ଵରେ ଯୁଦ୍ଧ ନ ହେଉ ଶାନ୍ତି ଜୀବନ ଯାପନ କରନ୍ତୁ।