ବୁଦ୍ଧଖୋଲ – ଏକ ଅଦୃଶ୍ୟ ଶାନ୍ତିର ଧାମ।

ବୁଦ୍ଧଖୋଲ – ଏକ ଅଦୃଶ୍ୟ ଶାନ୍ତିର ଧାମ। ଗଞ୍ଜାମ ଜିଲ୍ଲାର ବୁଦ୍ଧଖୋଲ କେବଳ ପର୍ବତ ଓ ପ୍ରକୃତିର ସମାହାର ନୁହେଁ, ଏହା ହେଉଛି ଏକ ଆଧ୍ୟାତ୍ମିକ ତୀର୍ଥ, ଯେଉଁଠାରେ ବୁଦ୍ଧ ଧ୍ୟାନ କରିଥିଲେ, ଯେଉଁଠାରେ ପ୍ରକୃତି ଓ ଆତ୍ମାର ଏକତା ଅନୁଭବ କରାଯାଏ। ପ୍ରାଚୀନ ଗୁମ୍ଫା , ଝରଣା ଓ ଶିବ ମନ୍ଦିର ଏହାକୁ ଏକ ଦିବ୍ୟ କ୍ଷେତ୍ର ବନେଇପାରିଛି । ଯେଉଁମାନେ ଜୀବନ ର ଅସ୍ତିତ୍ୱ, ଶାନ୍ତି ଓ ଅନ୍ତକରଣ ଖୋଜୁଛନ୍ତି, ସେମାନେ ନିଶ୍ଚୟ ବୁଦ୍ଧଖୋଲ ଆସନ୍ତୁ। ଏହା କେବଳ ଏକ ପର୍ଯ୍ୟଟନ ସ୍ଥଳ ନୁହେଁ , ଏହା ପ୍ରକୃତି କୁ ପାଖରୁ ଅନୁଭବ କରିବା ର ଏକ ସୁଯୋଗ । #ଗଞ୍ଜାମଧାମ #ପ୍ରାଚୀନଓଡିଶା #ଆଧ୍ୟାତ୍ମିକଯାତ୍ରା# #ନେଚରଅଫଓଡିଶା #ମନଶାନ୍ତି ଦେବ# ରିପୋର୍ଟ ( ଷ୍ଟୋରୀ ) ରଶ୍ମିରଂଜନ ମିଶ୍ର AV News 24

ବୁଦ୍ଧଖୋଲ – ଏକ ଅଦୃଶ୍ୟ ଶାନ୍ତିର ଧାମ।