ବେତଣ୍ଡା ଗ୍ରାମରେ ଚାଲିଛି ଚୋରା ମଦ କାରବାର

ବେତଣ୍ଡା ଗ୍ରାମରେ ଚାଲିଛି ଚୋରା ମଦ କାରବାର
୧ ବେତଣ୍ଡା ଗ୍ରାମରେ ଚାଲିଛ ବେଧଡକ ଚୋର ମଦ କାରବାର
2.ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟା ଦେଖିକି ଚୁପ୍,କାରଣ କଣ?
3କାହା ଇଙ୍ଗିତ ରେ ଚୁପ ରହିଛି ସ୍ଥାନୀୟ ପ୍ରଶାସନ
ମିଲୀ ଭଗତ ରେ ଚାଲିଛି ଚୋରା ମଦ କାରବାର
୪ କିଏ ଦେଲା ଅନୁମତି ବିଦ୍ୟାଳୟ ଓ ମନ୍ଦିର ନିକଟରେ ମଦ କୋଠି ଅସାର କୁ ଅନୁମତି
5 କାହଁକି ଚୁପ ଧର୍ମଶାଳା ପୋଲିସ ଓ ରସୁଲପୁର ଅବକାରୀ
ବିଭାଗ
ହଁ ଆଜ୍ଞା ଆମେ କହୁଛୁ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ
ବାରବାଟୀ ପଂଚାୟତ ବେତଣ୍ଡା ଗ୍ରାମର କଥା ଗ୍ରାମରେ
ଛତୁ ଫୁଟିଲା ଭଳି ବେଆଇନି ମଦ କୋଠି ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟା ସବୁ ଦେଖିକି ନଦେଖିଲା ଭଳି ଅଭିନୟ କରୁଛନ୍ତି,ପଚାରିଲେ କହୁଛନ୍ତି ତିନି ବର୍ଷ ହେଲାଣି ଚାଲିଛି,ତାହେଲେ ସେମାନେ କରୁଛନ୍ତି କଣ,
ସନ୍ଧ୍ୟା ହେଲେ ଜମୁଛି ଝିଲ୍ଲୀ ମିଲ ଲାଇଟ ସାଙ୍ଗକୁ ମତୁଆଲା ଗୀତ ସହ ଦେଶୀ ବିଦେଶୀ ମଦ ର ଆସର
ଯାହାକୁ ପିଇ କରି ପଥଭ୍ରଷ୍ଟ ହେଉଛନ୍ତି ଗ୍ରାମରେ ଥିବା ଯୁବ ପିଢ଼ି ଘଟୁଛି ନାରକୀୟ କାଣ୍ଡ ଯାହାକୁ ନେଇ ବେତଣ୍ଡା
ଗ୍ରାମରେ ଦେଖା ଦେଇଛି ଆସୋନ୍ତଷ
ରିପୋର୍ଟ : ରଶ୍ମିରଂଜନ ମିଶ୍ର
AV News ରିପୋର୍ଟର