ବ୍ରହ୍ମପୁର S P ଙ୍କୁ ଲାଗିଲା ହାଇକୋର୍ଟଙ୍କ ଛାଟ...

Nov 8, 2025 - 10:08
 4
ବ୍ରହ୍ମପୁର S P ଙ୍କୁ ଲାଗିଲା ହାଇକୋର୍ଟଙ୍କ ଛାଟ...

ପୀତବାସ ହତ୍ୟା: ବୟାନକୁ ନେଇ ବଢ଼ିଲା ବ୍ରହ୍ମପୁର ଏସ୍‌ପିଙ୍କ ଅଡୁଆ

ଆସନ୍ତା ୧୧ ତାରିଖରେ ବ୍ୟକ୍ତିଗତ ହଜାର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

୧୧ ତାରିଖ ଦିନ ୧୦ଟା ୩୦ରେ ହାଜର ହେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

SPଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ କି ନାହିଁ ହେବ ନିଷ୍ପତ୍ତି

ସତ୍ୟପାଠ ଜରିଆରେ ଜବାବ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଆସନ୍ତା ୧୦ ତାରିଖ ସୁଦ୍ଧା ଜବାବ ଦାଖଲ ପାଇଁ ଏସ୍‌ପିଙ୍କୁ ନିର୍ଦ୍ଦେଶ

ବିଧାୟକଙ୍କ ବିରୋଧରେ ନିର୍ବାଚନୀ ମାମଲା ହତ୍ୟାର ମୁଖ୍ୟ କାରଣ କହିଥିଲେ

ମାମଲା ବିଚାରାଧୀନ ଥିବାବେଳେ ଏସ୍‌ପିଙ୍କ ବୟାନକୁ ନେଇ ଦେଖାଦେଇଥିଲା ବିବାଦ