ସାରା ଓଡ଼ିଶାରେ ହେବ ସୁଭଦ୍ରା ଶକ୍ତି ବଜାର
ପ୍ରତି ଜିଲାରେ ହେବା ସଂଗେ ସଂଗେ ଭୁବନେଶ୍ୱର ରେ ହେବ ମଧ୍ୟ ସୁଭଦ୍ରା ଶକ୍ତି ବଜାର
ଏହି ବଜାର ମୁଖ୍ୟତଃ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଉତ୍ପାଦକ କୁ ନେଇ ହେବ ବଜାରୀକରଣ
ଏହି ବାବଦ ୨୦୨୪-୨୦୨୫ ରେ ୧୭, ୪୫୪ କୋଟି ଟଙ୍କା ଋଣ ଯୋଗାଇ ଦିଆ ଯାଇଛି ବୋଲି ପ୍ରକାଶ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା