ଭସାଣି ଉତ୍ସବ ପାଇଁ ଜାରି ହେଲା ଗାଇଡ଼ ଲାଇନ

Sep 2, 2025 - 08:51
 7
ଭସାଣି ଉତ୍ସବ ପାଇଁ ଜାରି ହେଲା ଗାଇଡ଼ ଲାଇନ

ଭସାଣି ବେଳେ ବାଜିବନି ଡିଜେ। କେବଳ ପାରମ୍ପରିକ ବାଜାରେ ହେବ ଭସାଣି। ଲାଗିବନି ଲେଜର ଲାଇଟ। ବାଣ ଫୁଟାଇବା ଉପରେ ମଧ୍ଯ ରହିବ କଟକଣା । ପୋଲିସ ସେବା ଭବନରେ ବସିଥ‌ିବା ବୈଠକରେ ନିଆଯାଇଛି ନିଷ୍ପତ୍ତା। ବୈଠକରେ ପୋଲିସ କମିଶନର, ଅତିରିକୁ କମିଶନର, DCP, ଏକାମ୍ର ବିଧାୟକ, ପୂଜା କମିଟି କାର୍ଯ୍ୟକର୍ତ୍ତା ସାମିଲ ଥୂବା ସୂଚନା।