ଶୀଘ୍ର ପ୍ରତିକାରାତ୍ମକ ବ୍ୟବସ୍ଥା ପାଇଁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ

May 6, 2026 - 08:19
 17
ଶୀଘ୍ର ପ୍ରତିକାରାତ୍ମକ ବ୍ୟବସ୍ଥା ପାଇଁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ

ଶୀଘ୍ର ପ୍ରତିକାରାତ୍ମକ ବ୍ୟବସ୍ଥା ପାଇଁ ଉନ୍ନୟନ କମିଶନରଙ୍କ ନିର୍ଦ୍ଦେଶ

ଦୀର୍ଘକାଳୀନ ଭିତ୍ତିରେ ସମାଧାନ ପାଇଁ ନିଆ ନିଆଯିବ ପଦକ୍ଷେପ, ପ୍ରତି ମାସରେ ହେବ ବୈଠକ

ଦ୍ବୈତ-ନଗରୀ ଭୁବନେଶ୍ବର ଏବଂ କଟକ ଅଂଚଳରେ ବିଭିନ୍ନ ଛକ ସ୍ଥାନମାନଙ୍କରେ ଦେଖା ଦେଉଥିବା ଟ୍ରାଫିକ ସମସ୍ୟାର ସମାଧାନ ପାଇଁ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଂଜନ କୁମାର ସିଂଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଆଜି ଅପରାହ୍ନରେ ଯୋଜନା ଓ ସଂଯୋଜନ ବିଭାଗ ସ୍ମିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।

ସୂଚନା ଯୋଗ୍ୟ ଯେ, ଭୁବନେଶ୍ବର-କଟକ ସହରରେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜନସାଧାରଣ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖ୍ ନିକଟରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏହାର ସମାଧାନ ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ପଦ୍ଧତିଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି ନିର୍ଦ୍ଦେଶ ଅନୁସ ଅନୁସାରେ ଉନ୍ନୟନ କମିଶନରଙ୍କ ଅଧ୍ଯକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି । ଏହି କମିଟିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ, ଭୁବନେଶ୍ବର-କଟକ ପୁଲିସ୍ କମିଶନର, ପ କମିଶନର, ପରିଚାଳନା ନି ନା ନିର୍ଦ୍ଦେଶକ କ୍ୟାପିଟାଲ ରିଜିଅନ ଅର୍ବାନ୍ ଟ୍ରାନସପୋର୍ଟ(କ୍ରୁଟ୍), ଭୁବନେଶ୍ବର ମହାନଗ ନଗର ନିଗମ କମିଶନର, ଉପାଧ୍ଯକ୍ଷ- ପାଧ୍ଯକ୍ଷ-ବିଡିଏ, ପରିଚାଳନା ନିର୍ଦ୍ଦେଶକ, ଭୁବନେଶ୍ବର ସ୍ମାର୍ଟ ସିଟି ଡ଼କ-୧), ପ୍ରମୁଖ ସଦସ୍ୟ ରହିଥ‌ିବା ବେଳେ ଯୋଜ ସ୍ମାର୍ଟ ସିଟି ଲିଂ, (ବିଏସସିଏଲ), ପୂର୍ତ୍ତ ବିଭାଗ ମୁଖ୍ୟଯନ୍ତ୍ରୀ(ସଡ଼କ-ଯାଜନା ଓ ସଂଯୋଜନ ବିଭାଗ ଅତିରିକ୍ତ ଶାସନ ସଚିବ ସଦସ୍ୟ ଆବାହକ ଅଛନ୍ତି ।

ଯୋଜନା ଓ ସଂଯୋଜନ ବିଭାଗ ପକ୍ଷରୁ ଆହୂତ ଅନୁଷ୍ଠିତ ଆଜିର ବୈଠକରେ ପ୍ରଥମେ ଭୁବନେଶ୍ବର

ସହରର ଟ୍ରାଫିକ୍ ସମସ୍ୟାର ସମାଧାନ ସଂପର୍କରେ ଆଲୋଚନା କରାଯାଇଥିଲା । ବୈଠକରେ ଭୁବନେଶ୍ବରର ରବି ଟକିଜ ଛକ, ମାଉସୀମା ମନ୍ଦିର ଛକ, ଶିଶୁ ଭବନ ଛକ, ମ୍ୟୁଜିୟମ ଛକ, କଳ୍ପନା ଛକ, ଜୟଦେବ ଦବ ବିହାର ଛକ, ଏଜି ଛକ, କିଟ୍ ଛକ, କଳିଙ୍ଗ ହସ୍ପିଟାଲ ଛକ, ରାଜମହଲ ଛକ ଆଦି ବିଭିନ୍ନ ଛକରେ ରହୁଥ‌ିବା ଟ୍ରାଫିକ୍ ସମସ୍ୟା ଓ ଏହାର ସମାଧାନ ସଂପର୍କରେ ଉପସ୍ଥିତ କମିଟିର ସଦସ୍ୟମାନେ ବିସ୍ତୃତ ଆଲୋଚନା କରି କରିଥିଲେ । ବିଭିନ୍ନ ଛକ ଯାଗା ମାନଙ୍କରେ ପ୍ରଥମେ ଟ୍ରାଫିକ ସମସ୍ୟାର ଅସ୍ଥାୟୀ ସମାଧାନ ଓ ପରବର୍ତ୍ତୀ ପର୍ଯ୍ୟାୟରେ ଦୀର୍ଘକାଳୀନ ଭିତ୍ତରେ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ସଂପର୍କରେ ଆଲୋଚନା କରାଯାଇଥିଲା ।

ଉନ୍ନୟନ କମିଶନର ଏହି ପରିପ୍ରେକ୍ଷୀରେ ବିଡିଏ, ପୂର୍ତ୍ତ ବିଭାଗ, ବିଏମସି, ପୁଲିସ, ଟ୍ରାଫିକ ପୋଲିସ ଆଦି ତରଫରୁ ଏକ ଯୁଗ୍ମ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଟି ମିଳିତ ଭାବେ କ୍ଷେତ୍ର ପରିଦର୍ଶ କରି ବିଭିନ୍ନ ଛକ ମାନଙ୍କରେ ଯାନବାହନ ଚଳାଚଳ ଏବଂ ପଦଚାରୀମାନଙ୍କ ନିମନ୍ତେ ଟ୍ରାଫିକ୍ ପରିଚାଳନ ସଂପର୍କିତ ତ ସ୍ଥିତି ଓ ଏହାର ପ୍ରତିକାରାତ୍ମକ ସାମୟିକ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରି ପ୍ରସ୍ତା ସ୍ରାବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥ୍ ସହିତ ମିଳିତ ପ୍ରସ୍ତାବ ପାଇବା ପରେ ପ୍ରଥମେ ତୁରନୁ ପରୀକ୍ଷାମୂଳ ମୂଳକ ଭାବେ ଏହାକୁ କାର୍ଯ୍ୟକାରୀ କରିବାକୁ ଉନ୍ନୟନ କମିଶନର ନିର୍ଦ୍ଦେଶ ଦେଇଛନ୍ତି । ସମସ୍ୟାଗୁଡ଼ିକର ପର୍ଯ୍ୟାୟକ୍ର କ୍ରମେ ସମାଧାନ କରିବା ସହ ପରବର୍ତ୍ତୀ ସମୟରେ ସ୍ଥାୟୀ ସମାଧାନ ପାଇଁ ଦୀର୍ଘ ସୂତ୍ରୀ ପ୍ରସ୍ତାବ କାର୍ଯ୍ୟକାରୀ କରାଯିବ ବୋଲି ବୈଠକରେ ଆଲୋଚନା କରାଯାଇଛି । ପରବର୍ତ୍ତୀ ବୈଠକରେ କଟକ ସହରର ସହରର ଟ୍ରାଫିକ ସମସ୍ୟାର ସମାଧାନ ରେ ଭୁବନେଶ୍ବର-କଟକ ସହରର ନେଇ ଆଲୋଚନା କରାଯିବ ବୋଲି ଜଣାଯାଇଛି । ଆହୁରି ମଧ୍ୟ ପ୍ରତି ମାସରେ ଭୁବ ଟ୍ରାଫିକ୍ ଫିକ୍ ସମସ୍ୟାର ସମାଧାନ ସମାଧାନ ପାଇଁ ବୈଠକ ଅନୁଷ୍ଠିତ ହେବ ବୋଲି ବୈଠକରୁ ଜଣାପଡ଼ିଛି ।

ଆଜିର ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ଓ ନଗର ଉନ୍ନୟନ ବିଭାଗ ଅତି ଅତିରିକୁ ମୁଖ୍ଯ ଶାସନ ସଚିବ ଶ୍ରୀମତୀ ଊଷା ପାଢ଼ୀ, ବିଏମସି କମିଶନର ଏବଂ ଏମଡି, ବିଏମସିଏଲ ତଥ Iଲ ତଥା ଉପାଧ୍ଯକ୍ଷ ବିଡିଏ ଶ୍ରୀ ଏସ୍. ଦେବଦତ୍ତ ସିଂଙ୍କ ସମେତ ପୁଲିସ୍ ସ୍ ପ୍ରଶାସନ 1 ଚଞ୍ଚଳ ରାଣା, ଭୁବନେଶ୍ବର-କଟକ ପୁଲିସ କମିଶନର ଶ୍ ଅନ୍ୟ ବରିଷ୍ଠ ପଦାଧୂକାରୀ ଏବଂ କମିଟିର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ । ସନର