ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

Dec 13, 2025 - 12:02
 11
ଭାରତର ଜନଗଣନା 2027 ପରିଚାଳନା ଯୋଜନାକୁ କ୍ୟାବିନେଟ ମଞ୍ଜୁରି

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଭାରତର ଜନଗଣନା 2027 ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିପାଇଁ 11,718.24 କୋଟି ଟଙ୍କା ବ୍ୟୟ କରାଯିବ ।

ଯୋଜନାର ବିବରଣୀ:

ଭାରତୀୟ ଜନଗଣନା ବିଶ୍ବର ସବୁଠାରୁ ବଡ଼ ପ୍ରଶାସନିକ ଏବଂ ପରିସଂଖ୍ୟାନ ଆଧାରିତ କାର୍ଯ୍ୟ I ଭାରତର ଜନଗଣନା ଦୁଇଟି ପର୍ଯ୍ୟାୟରେ କରାଯିବ: (i) ଗୃହ ତାଲିକା ପ୍ରସ୍ତୁତି ଏବଂ ଗୃହ ଗଣନା - ଏପ୍ରିଲରୁ ସେପ୍ଟେମ୍ବର, 2026 ଏବଂ (ii) ଜନସଂଖ୍ୟା ଗଣନା (ପିଇ) ଫେବୃଆରୀ 2027 (କେନ୍ଦ୍ର ଶାସିତ ଅଞ୍ଚଳ ଲଦାଖ ଏବଂ ଜମ୍ମୁ ଓ କାଶ୍ମୀର ଏବଂ ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡ ରାଜ୍ୟର ତୁଷାରପାତ ପ୍ରବଣ ଅଞ୍ଚଳ ପାଇଁ ଜନଗଣନା ସେପ୍ଟେମ୍ବର, 2026ରେ କରାଯିବ)।

ପ୍ରାୟ 30 ଲକ୍ଷ କ୍ଷେତ୍ର କର୍ମଚାରୀ ଜାତୀୟ ଗୁରୁତ୍ବ ବହନ କରୁଥିବା ଏହି ବିଶାଳ କାର୍ଯ୍ୟକୁ ସମାପନ କରିବେ ।

ତଥ୍ୟ ସଂଗ୍ରହ ପାଇଁ ମୋବାଇଲ୍ ଆପ୍ ଏବଂ ତଦାରଖ ଲାଗି କେନ୍ଦ୍ରୀୟ ପୋର୍ଟାଲର ବ୍ୟବହାର ଉନ୍ନତ ଗୁଣବତ୍ତାସମ୍ପନ୍ନ ତଥ୍ୟ ସୁନିଶ୍ଚିତ କରିବା

ତଥ୍ୟ ପ୍ରସାର ଅତ୍ୟନ୍ତ ଉନ୍ନତ ଏବଂ ବ୍ୟବହାରକାରୀ ଅନୁକୂଳ ଉପାୟରେ ହେବ ହବ ଯାହା ଫଳରେ ନୀତି ନିର୍ଦ୍ଧାରଣ ପାଇଁ ଆବଶ୍ୟକ ମାପଦଣ୍ଡଗୁଡ଼ିକ ଉପରେ ସମସ୍ତ ପ୍ରଶ୍ନ ଗୋଟିଏ ବଟନ୍ କ୍ଲିକ୍‌ରେ ଉପଲବ୍ଧ ହେବ ।

ଏକ ସେବା ରୂପେ ଜନଗଣନା (ସିଏଏଏସ) ଏକ ସ୍ବଚ୍ଛ, ମେସିନ୍-ପଠନ ଯୋଗ୍ୟ ଏବଂ କାର୍ଯ୍ୟକ୍ଷମ ଫର୍ମାଟରେ ମନ୍ତ୍ରଣାଳୟଗୁଡ଼ିକୁ ତ‌ଥ୍ୟ ପ୍ରଦାନ କରିବା

ରତର ଜନଗଣନା 2027 ଦେଶର ସମଗ୍ର ଜନସଂଖ୍ୟାକୁ କଭର କରିବ

କାର୍ଯ୍ୟକାରିତା ରଣନୀତି ଏବଂ ଲକ୍ଷ୍ୟ:

ଜନଗଣନା ପ୍ରକ୍ରିୟାରେ ପ୍ରତ୍ୟେକ ଘରେ ପହଞ୍ଚିବା ଏବଂ ଗୃହ ତାଲିକାଭୁକ୍ତ ଓ ଗୃହ ଜନଗଣନା ସହିତ ଜନସଂଖ୍ୟା ଗଣନା ପାଇଁ ପୃଥକ ପ୍ରଶ୍ନବଳୀ ପ୍ରସ୍ତୁତ କରିବା ଅନ୍ତର୍ଭୁକ୍ତ ରହିଛି

ଜନଗଣନାକାରୀ, ସାଧାରଣତଃ ସରକାରୀ ଶିକ୍ଷକ ହେବେ ଏବଂ ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ହେବେ । ସେମାନେ ନିଜର ନିୟମିତ କାର୍ଯ୍ୟ ସହିତ ଜନଗଣନାର କ୍ଷେତ୍ର କାର୍ଯ୍ୟ ମଧ୍ଯ କରିବୋ

ରାଜ୍ୟ/ ଜିଲ୍ଲା ପ୍ରଶାସନ ଦ୍ବାରା ଉପ-ଜିଲ୍ଲା, ଜିଲ୍ଲା ଏବଂ ରାଜ୍ୟ ସ୍ତରରେ ଅନ୍ୟାନ୍ୟ ଜନଗଣନା କାର୍ଯ୍ୟକର୍ତ୍ତାଙ୍କୁ ମଧ୍ଯ ନିଯୁକ୍ତ କରାଯିବ।

ଜନଗଣନା 2027 ପାଇଁ ଗ୍ରହଣ କରାଯାଇଥିବା ନୂତନ ପଦକ୍ଷେପଗୁଡ଼ିକ ହେଲା:

। . ଦେଶରେ ପ୍ରଥମ ଥର ପାଇଁ ଡିଜିଟାଲ୍ ମାଧ୍ଯମରେ ଜନଗଣନା କରାଯିବ। ମୋବାଇଲ୍ ଆପ୍ଲିକେସନ୍ ବ୍ୟବହାର କରି ତଥ୍ୟ ସଂଗ୍ରହ କରାଯିବ ଯାହା ଆଣ୍ଡ୍ରଏଡ୍ ଏବଂ ଆଇଓଏସ ସଂସ୍କରଣ ପାଇଁ ଉପଲବ୍ଧ ହେବ I

॥ . ସମ୍ପୂର୍ଣ ଜନଗଣନା ପ୍ରକ୍ରିୟାକୁ ବାସ୍ତବ ସମୟ ଭିଭିରେ ପରିଚାଳନା ଏବଂ ତଦାରଖ କରିବା ପାଇଁ ଜନଗଣନା ପରିଚାଳନା ଓ ନିରୀକ୍ଷଣ ପ୍ରଣାଳୀ (ସିଏମଏମଏସ) ପୋର୍ଟାଲ୍ ନାମକ ଏକ ସମର୍ପିତ ପୋର୍ଟାଲ୍ ବିକଶିତ କରାଯାଇଛି I

॥ ॥. ଗୃହ ତାଲିକାଭୁକ୍ତ ବ୍ଲକ (ଏଚଏଲବି) କ୍ରିଏଟର ୱେବ୍‌ ମ୍ୟାପ୍ ଆପ୍ଲିକେସନ୍: ଜନଗଣନା 2027 ପାଇଁ ଆଉ ଏକ ନୂତନ ପ୍ରୟାସ ହେଉଛି ଦାୟିତ୍ବରେ ଥିବା ଅଧିକାରୀମାନଙ୍କ ଦ୍ବାରା ବ୍ୟବହୃତ ଏଚଏଲବି କ୍ରିଏଟର ୱେବ୍‌ ମ୍ୟାପ୍ ଆପ୍ଲିକେସନ୍ ।

IV. ସାଧାରଣ ଲୋକମାନଙ୍କୁ ନିଜର ଗଣନା ନିମନ୍ତେ ମଧ୍ଯ ବିକଳ୍ପ ଦିଆଯିବା

V. ଏହି ବିଶାଳ ଡିଜିଟାଲ କାର୍ଯ୍ୟ ପାଇଁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରାଯାଇଛି।

VI।

ଜନଗଣନା 2027ରେ ଦେଶବ୍ୟାପୀ ସଚେତନତା, ସମାବେଶୀ ଅଂଶଗ୍ରହଣ, ଶେଷ ମାଇଲ ପର୍ଯ୍ୟନ୍ତ କାର୍ଯ୍ୟ ଏବଂ କ୍ଷେତ୍ର କାର୍ଯ୍ୟ ନିମନ୍ତେ ସମର୍ଥନ ପାଇଁ ଏକ କେନ୍ଦ୍ରିତ ଏବଂ ବ୍ୟାପକ

ପ୍ରଚାର ଅଭିଯାନ କରାଯିବ । ଏହା ସଠିକ, ପ୍ରାମାଣି ମାଣିକ ଏବଂ ସମୟୋଚିତ ସୂଚନା ବାଣ୍ଟିବା ଉପରେ ଗୁରୁତ୍ବ ଦେବ ଯାହା ସୁନିଶ୍ଚିତ ଓ ପ୍ରଭାବଶା ଦଶାଳୀ ପ୍ରସାର ପ୍ରୟାସକୁ ସୁନିଶ୍ଚିତ କରିବ ।

VII

. ଆଗାମୀ ଜନଗଣନା ଅର୍ଥାତ୍ 2027 ଜନଗଣନାରେ ଜାତିଗତ ଗଣନାକୁ ଅନ୍ତର୍ଭୁକ୍ତ କରିବା ଲାଗି 30 ଏପ୍ରିଲ 2025ରେ ରାଜନୈତିକ ବ୍ୟାପାର ସଂକ୍ରା ସଂକ୍ରାନ୍ତ କ୍ୟା କ୍ୟାବିନେଟ କମିଟି ବୈଠକରେ ନିଷ୍ପତ୍ତି ହୋଇଥିଲା I ଆମ ଦେଶରେ ବିଶାଳ ସାମା ମାଜିକ ଏବଂ ଜନସଂଖ୍ୟାଗତ ବିବିଧତା ଏବଂ ତତସଂକ୍ରାନ୍ତ ଆହ୍ଵାନ ସହିତ 2027 ଜନଗଣନାରେ ଦ୍ଵିତୀୟ ପର୍ଯ୍ୟାୟ ছে, ଅର୍ଥାତ୍ ଜନସଂଖ୍ୟା ଗଣନା (ପିଇ)ରେ ଇଲେକ୍ଟ୍ରୋନିକ୍ ଭାବରେ ଜାତିଗତ ତଥ୍ୟ ମଧ୍ୟ ସଂଗ୍ରହ କରାଯିବା

VIII

. ଜନଗଣନା କାର୍ଯ୍ୟର ତଥ୍ୟ ସଂଗ୍ରହ, ତଦାରଖ এর° ତତ୍ତ୍ୱାବଧାନ ପାଇଁ ଗଣନାକାରୀ, ପର୍ଯ୍ୟବେକ୍ଷକ, ମାଷ୍ଟର ଟ୍ରେନର, ଚାର୍ଜ ଅଫିସର ଏବଂ ପ୍ରମୁଖ/ଜିଲ୍ଲା ଜନଗଣନା ଅଧିକାରୀ ସମେତ ପ୍ରାୟ 30 ଲକ୍ଷ କ୍ଷେତ୍ର କର୍ମଚାରୀଙ୍କୁ ନିୟୋଜିତ କରାଯିବ । ସମସ୍ତ ଜନଗଣନା କର୍ମଚାରୀଙ୍କୁ ଜନଗଣନା କାର୍ଯ୍ୟ ଲାଗି ଉପଯୁକ୍ତ ସମ୍ମାନ ପ୍ରଦାନ କରାଯିବ କାରଣ ସେମାନେ ସେମାନଙ୍କର ନିୟମିତ ଦାୟିତ୍ଵ ସହିତ ଏହି କାର୍ଯ୍ୟ କରିବେ

ନିଯୁକ୍ତି ସୃଷ୍ଟି ସମ୍ଭାବନା ସମେତ ପ୍ରମୁଖ ପ୍ରଭାବ:

ବର୍ତ୍ତମାନର ପ୍ରୟାସ ଆଗାମୀ ଜନଗଣନା ତଥ୍ୟକୁ ସମଗ୍ର ଦେଶରେ ଯଥାଶୀଘ୍ର ଉପଲବ୍ଧ କରାଇବ । ଅଧିକ କଷ୍ଟମାଇଲ୍ଡ ଭିଜୁଆଲାଇଜେସନ୍ ନିର୍ଦ୍ଦିଷ୍ଟ ଭାବେ ପରିକଳ୍ପନା କରାଯାଇଥ୍ ଇଥିବା ଉପକରଣ ସହିତ ଜନଗଣନା ଫଳାଫଳକୁ ପ୍ରସାରିତ କରିବା ପାଇଁ ମଧ୍ୟ ପ୍ରୟାସ କରାଯିବା ସ ସର୍ବନିମ୍ନ ପ୍ରଶାସନିକ ୟୁନିଟ୍ ଅର୍ଥାତ୍ ଗ୍ରାମ/ୱାର୍ଡ ସ୍ତର ପର୍ଯ୍ୟନ୍ତ ସମସ୍ତଙ୍କ ପାଇଁ ତଥ୍ୟ ପ୍ରଦାନ କରାଯିବ I

ଜନଗଣନା 2027କୁ ସଫଳ କରିବା ପାଇଁ ବିଭିନ୍ନ କାର୍ଯ୍ୟ ସମାପ୍ତ କରିବା ନିମନ୍ତେ ସ୍ଥାନୀୟ ସ୍ତରରେ ପ୍ରାୟ 18,600 ବୈଷୟିକ ମାନବଶକ୍ତି ପ୍ରାୟ 550 ଦିନ ପାଇଁ ନିୟୋଜିତ ହେବେ I ଅନ୍ୟ ଅର୍ଥରେ କହିବାକୁ ଗଲେ ପ୍ରାୟ 1.02 କୋଟି ମାନବ ଦିବସ ନିଯୁକ୍ତି ସୃଷ୍ଟି ହେବ। ଏହା ବ୍ୟତୀପ ଭାରପ୍ରାପ୍ତ/ଜିଲ୍ଲା/ରାଜ୍ୟ ସ୍ତରରେ ବୈଷୟିକ ମାନବଶକ୍ତି ଯୋଗାଣ ଗାଣ ଦ୍ବାରା ଦକ୍ଷତା ବିକାଶ ମଧ୍ଯ ହେବ କାରଣ କାର୍ଯ୍ୟର ପ୍ରକୃତି ଡିଜିଟାଲ ଡାଟା ପରିଚାଳନା, ତଦାରଖ এর° ' ସମନ୍ବୟ ସହିତ ଜଡିତ ହେବ । ଏହା ଏହି ବ୍ୟକ୍ତିବିଶେଷଙ୍କ ଭବିଷ୍ୟତର ନିଯୁକ୍ତି ସମ୍ଭାବନାକୁ ବଢ଼ାଇବାରେ ମଧ୍ୟ ସାହ କରିବା ସାହାଯ୍ୟ