ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି CII ଦ୍ୱାରା Go East କାର୍ଯ୍ୟକ୍ରମ...

Jun 26, 2026 - 21:26
 8
ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି CII ଦ୍ୱାରା Go East କାର୍ଯ୍ୟକ୍ରମ...

ଭୁବନେଶ୍ୱରରେ ଆୟୋଜିତ ହୋଇଯାଇଛି CII ଦ୍ୱାରା Go East କାର୍ଯ୍ୟକ୍ରମ...

ଇଷ୍ଟର୍ଣ୍ଣ ରିଜିଓନାଲ କାଉନସିଲ ବୈଠକରେ ନୂଆ ପ୍ଲାଟଫର୍ମ ‘Go East’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। 

ଶିଳ୍ପାୟନ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ଏହି ନୂଆ ପ୍ଲାଟଫର୍ମ। 

‘Go East’ ନୀତିରେ ଗଠନ ହେବ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ଟାସ୍କଫୋର୍ସ। 

ସୀମାବର୍ତ୍ତୀ ଜିଲ୍ଲାରେ ସର୍ବାଧିକ ପୁଞ୍ଜି ନିବେଶ ସହ ନୂଆ ଶିଳ୍ପ ଗଢ଼ି ଉଠିବ।

ଶିଳ୍ପ ନୀତିରେ ବଡ଼ ସଂଶୋଧନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ।

ବଲାଙ୍ଗିର, କଳାହାଣ୍ଡି ସହ ୧୫ ଜିଲ୍ଲାକୁ ମିଳିଲା ‘Thrust Sector’ ମାନ୍ୟତା। 

ଏହି ସବୁ ଜିଲ୍ଲାକୁ Thrust Sector’ ମାନ୍ୟତା ସହ ଅଣ ଖଣିଜ ଶିଳ୍ପର ବିକାଶ ହେବ। 

ଶିଳ୍ପାୟନ ଦୌଡ଼ରେ ସବୁ ରେକର୍ଡ ଭାଙ୍ଗିବ ଓଡ଼ିଶା |

ପୂର୍ବ ଭାରତର ହେବ ଶ୍ରେଷ୍ଠ ରାଜ୍ୟ ବୋଲି କହିଲେ ମୁଖ୍ୟମନ୍ତ୍ରୀ ମାଝୀ।