ମଧ୍ୟପ୍ରାଚ୍ୟରେ ବଦଳୁଥବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ ପ୍ରସ୍ତୁତ - ଇନ୍ଧନ ଯୋଗାଣ ସୁଦୃଢ଼ ରହିଛି
ମଧ୍ୟପ୍ରାଚ୍ୟରେ ବଦଳୁଥିବା ପରିସ୍ଥିତିର ମୁକାବିଲା ପାଇଁ ଭାରତ ସମ୍ପୂର୍ଣ ପ୍ରସ୍ତୁତ - ଇନ୍ଧନ ଯୋଗାଣ ସୁଦୃଢ଼ ରହିଛି
ଅଶୋଧୂତ ତୈଳ ଏବଂ ପେଟ୍ରୋଲିୟମର ବିବିଧ କ୍ରୟ ଜାରି; ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଦ୍ବାରା ଯୋଗାଣ ପରିସ୍ଥିତି ଉପରେ ନଜର ରଖାଯାଇଛି
ମଧ୍ୟପ୍ରାଚ୍ୟରେ ଅସ୍ଥିରତା ଏବଂ ପରିବର୍ଷିତ ବିଶ୍ବ ଇନ୍ଧନ ପରିସ୍ଥିତିକୁ ଦୃଷ୍ଟିରେ ରଖୁ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଶ୍ରୀ ହରଦୀପ ସିଂହ ପୁରୀ, ବର୍ତ୍ତମାନର ପରିସ୍ଥିତି ପାଇଁ ଦେଶର ପ୍ରସ୍ତୁତି ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ମନ୍ତ୍ରୀଙ୍କ ସୂଚନା ମୁତାବକ, ଭାରତ ପେଟ୍ରୋଲିୟମର ବିଶ୍ବ ସ୍ତରରେ ତୃତୀୟ ବୃହତ ଆମଦାନୀକାରୀ, ଚତୁର୍ଥ ବୃହତ ବିଶୋଧନକାରୀ ଏବଂ ପଞ୍ଚମ ବୃହତ ରପ୍ତାନିକାରୀ । ମଧ୍ୟପ୍ରାଚ୍ୟରୁ ଉପୁଜିଥିବା କ୍ଷଣସ୍ଥାୟୀ ସମସ୍ୟାର ମୁକାବିଳ ବିଲା କରିବା ପାଇଁ ଦେଶରେ ଅଶୋଧୂତ ତୈଳ ଏବଂ ପେଟ୍ରୋଲ, ଡିଜେଲ ଓ ଏଟିଏଫ ସମେତ ପ୍ରମୁଖ ପେଟ୍ରୋଲିୟମ୍ ଉତ୍ପାଦର ପର୍ଯ୍ୟାପ୍ତ ଭଣ୍ଡାର ଅଛି।
ଏହା ମଧ୍ଯ ଜଣାପଡ଼ିଛି ଯେ, ଗତ କିଛି ବର୍ଷ ମଧ୍ୟରେ, ଭାରତ ଏହାର ଜନସଂଖ୍ୟା ପାଇଁ ଇନ୍ଧନ ଉପଲବ୍ଧତା ଏବଂ ସୁ ସୁଲଭତା ସୁନିଶ୍ଚିତ କରିବା ପାଇଁ ଏହାର ଇନ୍ଧନ ଉତ୍ସଗୁଡ଼ିକୁ ବିବିଧ କରିଛି। ଭାରତୀୟ ତୀୟ ଶକ୍ତି କମ୍ପାନୀଗୁଡ଼ି ପ୍ରଣାଳୀ ବା ଷ୍ଟ୍ରେଟ୍ ଅଫ୍ ହରମୁଜ୍ ଦେଇ ତୈଳ ପରିବହନ କରନ୍ତି ନାହିଁ। ଏପରି କାର୍ଗୋ ଉପଲବ୍ଧ ରହିବ ଏବଂ ହରମୁଜ୍ ପ୍ରଣାଳୀ ଦେଇ ପରିବ ପରିବହନ ସମୟରେ ଯୋଗାଣରେ ଅସ୍ଥାୟୀ ବାଧାକୁ ହ୍ରାସ କରିବାରେ ସାହାଯ୍ୟ କରିବ। * ଭିକ ବର୍ତ୍ତମାନ ଏପରି ଇନ୍ଧନ ଉତ୍ସଗୁଡ଼ିକର ପ୍ରବେଶାଧୂକାର ପାଇଛନ୍ତି ଯାହା ହରମୁଜ୍ ପ୍ରଣ
ମନ୍ତ୍ରଣାଳୟ ସାରା ଦେଶରେ ପେଟ୍ରୋଲିୟମ୍ ଉତ୍ପାଦର ଯୋଗାଣ ଏବଂ ଷ୍ଟକ୍ ସ୍ଥିତି ନିରନ୍ଧର ତଦାରଖ କରିବା ପାଇଁ ଏକ ୨୪ ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ପ୍ରତିଷ୍ଠା କରିଛି। ବର୍ତ୍ତମାନ, ସରକାରଙ୍କ ପାଖରେ ପର୍ଯ୍ୟାପ୍ତ ଷ୍ଟକ୍ ଅଛି। ମନ୍ତ୍ରୀ କହିଛନ୍ତି, ଭା ଭାରତୀୟ ଗ୍ରାହକଙ୍କ ସ୍ବାର୍ଥକୁ ରକ୍ଷା କରିବା ଆମର ସର୍ବୋଚ୍ଚ ପ୍ରାଥମିକତା। ନିରନ୍ଧର ତଦାରଖ ଉପରେ ଆଧାର ର କରି, ଆବଶ୍ୟକ ହେଲେ ପରିସ୍ଥିତିକୁ ଆହୁରି ସୁଧାରିବା ପାଇଁ ସରକାର ପର୍ଯ୍ୟାୟକ୍ରମେ ପଦକ୍ଷେପ ନେବାକୁ ଆଶା କରୁଛନ୍ତି।