ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କେରଳର ସାବରୀମାଳା ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ କେରଳର ସାବରୀମାଳା ମନ୍ଦିରରେ ପ୍ରାର୍ଥନା କରିଛନ୍ତି ।
ଯେଉଁଠାରେ ୧୦-୫୦ ବର୍ଷ ବୟସର ମହିଳାମାନଙ୍କୁ ପ୍ରବେଶ ବାରଣ କରାଯାଇଥାଏ ।
ପ୍ରଥମ ମହିଳା ରାଷ୍ଟ୍ରପତି ଭାବେ ୬୭ ବର୍ଷ ବୟସରେ ସେ ମନ୍ଦିରର ୧୮ ପାହାଚ ଚଢ଼ି ଦିବ୍ୟ ଦର୍ଶନ କରିଛନ୍ତି ।