ମହିଳା IIC ଙ୍କ ମୃତ୍ୟର କାରଣ ସନ୍ଦେହ ଜନକ...

Jul 4, 2026 - 14:22
 18
ମହିଳା IIC ଙ୍କ ମୃତ୍ୟର କାରଣ ସନ୍ଦେହ ଜନକ...

ମହିଳା IIC ଙ୍କ ମୃତ୍ୟର କାରଣ ସନ୍ଦେହ ଜନକ..

ଝୁଲନ୍ତା ଅବସ୍ଥାରେ ଚାଉଳିଆଗଞ୍ଜ ଥାନା ଆଇଆଇସିଙ୍କ ମୃତଦେହ ଉଦ୍ଧାର

ମୃତ୍ୟୁର କାରଣ ଅସ୍ପଷ୍ଟ, ପୋଲିସର ତଦନ୍ତ ଜାରି।

ଏହା ଆଶ୍ଚର୍ୟ୍ଯ ଲାଗିଲେ ବି ସତ୍ୟ ଅଟେ 

ଏତେ ଦୃଢ଼ ମନା ପୋଲିସ୍ ଅଧିକାରୀ ମାନସିକ ଅବସ୍ଥାରେ କଣ ହାରି ଯାଇପାରେ ??  

କଣ ହୋଇପାରେ ମୃତ୍ୟୁର କାରଣ?