ମାଘ ସପ୍ତମୀ ଉପଲକ୍ଷେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶକୁ ଜନ ସାଧାରଣଙ୍କ ଉଦେଶ୍ୟରେ ଦୁଇ ଦିନ ପାଇଁ ଶୁକ୍ଳ ମୁକ୍ତ କରାଯାଇଛି |
ମାଘ ସପ୍ତମୀ ଉପଲକ୍ଷେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶକୁ ଜନ ସାଧାରଣଙ୍କ ଉଦେଶ୍ୟରେ ଦୁଇ ଦିନ ପାଇଁ ଶୁକ୍ଳ ମୁକ୍ତ କରାଯାଇଛି |
???? ରବିବାର ୨୫ ତାରିଖ ଓ ସୋମବାର ୨୬ ତାରିଖ ରେ ସୂର୍ଯ୍ୟ ମନ୍ଦିର ଦର୍ଶନ free ରହିବ
????କୋଣାର୍କ ପ୍ରଶାସନିକ ଏ ଦିଗରେ Free Entry ସୂଚନା ଜାରି କରିଛନ୍ତି
????ଜନ ସାଧାରଣ ଏହାର ଭରପୁର ସୁଯୋଗ ନେବାକୁ ମଧ୍ୟ ଜଣାଇ ଛନ୍ତି |